Home Breaking News / ତାଜା ଖବର ବିବାହିତା ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରିବାକୁ ଉଦ୍ୟମ

ବିବାହିତା ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରିବାକୁ ଉଦ୍ୟମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାକଟପୁର(ପ୍ରସନ୍ନ ଜେନା): ପୁରୀ ଜିଲ୍ଲା କାକଟପୁର ଥାନା ଅଧୀନ ଜଳେଶ୍ୱରପଡା ପଞ୍ଚାୟତ ନରେନ୍ଦ୍ରପୁର ନାଥସାହି ଗ୍ରାମର ଏକ ଯୁବକ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ପରେ ବିବାହିତା ମହିଳା ଙ୍କ ଘରେ ପଶି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ , ମହିଳା ଜଣକ ନିଦରୁ ଉଠି ପାଟି କରିବାରୁ ତାଙ୍କ ସ୍ୱାମୀ ଉଠି ଯୁବକ ଜଣ ଙ୍କୁ କାବୁ କରିଦେଇଥିଲେ । ଯୁବକ କୁ ପରିବାର ଲୋକ ବାନ୍ଧିବା ସହ ମାଡ ମଧ୍ୟ ମାରିଥିଲେ | ପରେ ଚପଲ ମାଳ ପକାଇ ଗାଁ ରେ ଏକ ବିଦୂତ ଖୁଣ୍ଟରେ ବାନ୍ଧିବା ପରେ କାକଟପୁର ଥାନା କୁ ଆସି ପରିବାର ର ଲୋକ କାକଟପୁର ଥାନା ରେ ଏକ ଲିଖିତ ଅଭିଯୋଗ କଲା ପରେ , କାକଟପୁର ପୋଲିସ ପହଁଚି ସମ୍ପୃକ୍ତ ବେକ୍ତିକୁ କାକଟପୁର ଥାନା କୁ ଆଣିଛି , ତଦନ୍ତ ପରେ ସମ୍ପୂର୍ଣ ସତ୍ୟା ସତ୍ୟ ସାମନ୍ନାକୁ ଆସିବ ବୋଲି ଏପରି ଅମାନୁଷିକ କାର୍ଯ୍ୟ ଦୀର୍ଘଦିନ ତଳୁ କରିଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |

related posts

Leave a Comment