Home Breaking News / ତାଜା ଖବର ରାଇକିଆ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ତଦାରଖ କଲେ ଜ଼ିଲ୍ଲାପାଳ

ରାଇକିଆ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ତଦାରଖ କଲେ ଜ଼ିଲ୍ଲାପାଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲା ରେ କରୋ ନା ର ଦ୍ଵିତୀୟ ଲହର ର ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି I କୋରାନI ସଂକ୍ରମିତ ଙ୍କ ସଂଖ୍ୟା ମଧ୍ୟ ପ୍ରତିଦିନ ବଢୁଛି I ଏ ପଟେ ପ୍ରବାସୀ ଓଡ଼ିଆ ଙ୍କ ଆଗମନ ମଧ୍ୟ ଧୀରେ ଧୀରେ ବଢୁଛି I ଏହାକୁ ଦୃଷ୍ଟିରେ ରଖି ଜ଼ିଲ୍ଲାର ବିଭିନ୍ନ ବ୍ଲକ ଓ ମୁନିସି ପାଲଟି , ଏନଏ ସି ଅଂଚଳ ରେ ମଧ୍ୟ ଜ଼ିଲା ପ୍ରଶାସନ ପକ୍ଷ ରୁ ଟି ଏମ ସି
ସେଣ୍ଟର ଖୋଲା ଯାଇଛି I
ସେହିପରି ଜ଼ିଲ୍ଲାପାଳ ଡ଼I. ଵୃନ୍ଦା ଡ଼ି ରାଇକିଆ ସ୍ଥିତ କଳିଙ୍ଗ ବିଦ୍ୟାଳ ୟ ରେ କରାଯାଇଥିବା ଟି ଏମ ସି ତଦାରଖ କରିଥିଲେ l ସେଠାରେ ପାଣି ର ଵ୍ୟଵସ୍ଥା. ଟ ଇଲେଟ, ବିଦ୍ୟୁତ, ବେଡ଼ ଆଦିର କିଭ ଳି ଵ୍ୟଵସ୍ଥା ରହିଛି ସେ ସବୁ ତଦାରଖ କରିଥିଲେ l
ଜ଼ିଲ୍ଲାରେ କୋରାନା ସଂକ୍ରମଣ ଯେପରି ନିୟନ୍ତ୍ରଣ ରେ ରହିବ ସେଥିପ୍ରତି ସତର୍କ ଦ୍ରୁଷ୍ଟି ଦେବାକୁ ଜ଼ିଲା ପାଳ ପରାମର୍ଶ ଦେଇଥିଲେ l
ଅନ୍ୟମାନଂକ ମଧ୍ୟରେ ରାଇକିଆ ବିଡ଼ିଓ ପି, କେ ବl ଣୁଆ, ତହସିଲଦାର, ଙ୍କ ସମେତ ବ୍ଲକ ସ୍ଥରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ଲ

related posts

Leave a Comment