Home Breaking News କେନ୍ଦ୍ରାପଡ଼ାରେ ନିଆରା ଢଙ୍ଗରେ ସଚେତନର ବାର୍ତା ଦେଉଛନ୍ତି ପୋଲିସ

କେନ୍ଦ୍ରାପଡ଼ାରେ ନିଆରା ଢଙ୍ଗରେ ସଚେତନର ବାର୍ତା ଦେଉଛନ୍ତି ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ରାପଡା(ସୁନିଲ ସାହୁ):କେନ୍ଦ୍ରାପଡ଼ା ଜିଲ୍ଳା ଅନ୍ତର୍ଗତ ଚାନ୍ଦୋଳ ବଜାର ରେ ନିଆରା ଢଙ୍ଗରେ କରୋନା ସଚେତନତାର ବାର୍ତା ଦେଉଛନ୍ତି ଚାନ୍ଦୋଳ ପୋଲିସ ପୋଷ୍ଟ ର ମୁଖ୍ୟ ସୌମ୍ୟରଞ୍ଜନ ସେନାପତି l ସେ ଚାନ୍ଦୋଳ ଫାଣ୍ଡି ରେ ନୂତନ ଭାବେ ନିଯୁକ୍ତି ହେବା ପରେ ସେ ଆଜି ନିଜେ ସାରା ବଜାର ଇମିତି କି ଗୋଟି ଗୋଟି ଦୋକାନ ବଜାର ବୁଲି ବୁଲି ମାଇକ ରେ ପ୍ରଚାର କରି ସଚେତନ କରିଛନ୍ତି l ଆମେ କେମିତି ମହାମାରୀ କରୋନା ଠୁ ରକ୍ଷାପାଇପାରିବ ସମସ୍ତେ ମlସ୍କ୍ ପିନ୍ଧିବା, ନିଜ ନିଜ ଭିତରେ ସାମାଜିକ ଦୂରତା ରକ୍ଷାକରିବା, ସାନିଟାଇଜର ବ୍ଯବହାର କରିବା, ଦୋକାନ ଠୁଁ ୬ ମିଟର ଦୂରରେ ରସି ବାନ୍ଧିବା, ଦୋକାନ ର କାନ୍ଥରେ ଲେଖିବା କି ମlସ୍କ୍ ନାହିଁ ତ ପ୍ରବେଶ ନାହିଁ, ପ୍ରଥମେ ଜୀବନ ତା ପରେ ଜୀବିକା ସେ ଆହୁରି ମଧ୍ୟ କହଥିଲେ କି ଚାଲ ଆମେ କରୋନା ସହ ଲଢ଼ିବା ଆଉ କରୋନା କୁ ପରାଜିତ କରିବା ଏମିତି ସବୁ ଦୋକାନୀ ଙ୍କୁ ବୁଲି ବୁଲି ସଚେତନ ର ବାର୍ତ୍ତା ଦେଇଥିଲେ l ତାଙ୍କର ଏଭଳି କାର୍ଯ ପାଇଁ ସେ ଚର୍ଚ୍ଚାର ର କେନ୍ଦ୍ରବିନ୍ଦୁ ପାଲଟଛନ୍ତି l ଏହି ଭଳି କିଛି ପୋଲିସ ଅଫିସର ଙ୍କ ପାଇଁ ଆମେ ଗର୍ବିତ ଏଇଭଳି ସାଧାରଣ ରେ ଲୋକମାନେ କହୁଛନ୍ତି ଲ

related posts

Leave a Comment