Home Breaking News ଦ୍ୱିତୀୟ ଡୋଜ ପ୍ରଦାନ

ଦ୍ୱିତୀୟ ଡୋଜ ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା ଜିଲ୍ଳା ବିଷମକଟକ ବ୍ଳକ ଅନ୍ତର୍ଗତ ହାଟମୁନିଗୁଡା ପଞ୍ଚାୟତ ର କୋଭିଟ ସେଣ୍ଟେର ରେ ଆଜି କୋଭିଟ19 ର ଦ୍ବୀତିୟ ଡୋଜ ଭେକସିନ୍ ୪୫ ବର୍ଷ ଠାରୁ ଉର୍ଦ ସମସ୍ତ ମହିଳା ଓ ପୁରୁଷ କୁ ଦିଆ ଯାଉଛି | ପ୍ରଥମ ଡୋଜ ରେ ଯେଉଁ ପୁରୁଷଓ ମହିଳା ଅନୁପସ୍ଥିତ ଥିଲେ ସେମାନଙ୍କୁ କୋଭିଟ ୧୯ ର ପ୍ରଥମ ଡୋଜ ର ଭେକସିନ ବି ଦିଆଯାଉଛି ବିଶେଷ କରି କୋରୋନା ର ପ୍ରଥମ ଲହରିରେ ୪୫ ବର୍ଷ ଉର୍ଧ ସମସ୍ତ ପୁରୁଷ ଓ ମହିଳା ବେଶି ପରିମାଣ ରେ ଆକ୍ରାନ୍ତ ହଉଥିଲେ ଓ ମ୍ରୁତ୍ୟୁ ମଧ୍ୟ ହଉଥିଲେ ଏଣୁ ପ୍ରଶାସନ ଯଥା ଶିଘ୍ର କୋରୋନା ମହାମରି ରୁ ରଖ୍ୟା ପାଇଁ କୋଭିଟ ୧୯ ଭେକସିନ ପ୍ରତ୍ୟକ ଲୋକ କୁ ଦିଆଗଲା ବର୍ତମାନ କୋରୋନା ମହାମାରି ରୁ ନିଜକୁ ସୂରଖୀତ ରଖିବାକୁ ପ୍ରସାସନ ପ୍ରତ୍ୟକ ୪୫ ବର୍ଷ ଉର୍ଧ ଲାକଙ୍କୁ କୋଭିଟ ୧୯ ଭେକସିନ୍ ଦ୍ବୀତିୟ ଡୋଜ ଦିଆଯାଉଛି ଭେକସିନ ଦିଆଗଲା ପରେ ଲକଙ୍କୁ ୧୦ ମି• ବିଶ୍ରାମ ନେଇଁ ଘରକୁ ଯିବାପାଇଁ ପରାମର୍ଶ ଦିଆଯାଉଛି |

related posts

Leave a Comment