Share with
ଗୋବିନ୍ଦ ମୋଟର |ନବରଙ୍ଗପୁର ଉମରକୋଟରେ ଚାଷୀଙ୍କ ପାଇଁ ପାଲଟିଛି ସାଥି |ଏଣିକି ଆଉ ହଳ ଲଙ୍ଗଳ ବା ବଳଦରେ ଚାଷ କରିବାକୁ ପଡ଼ିବନି |ଖୁବ କମ ସମୟରେ ଉନ୍ନତ ମାନର କୃଷି ଯନ୍ତ୍ରପାତି ସାହାଯ୍ୟରେ, ଅଧିକ ଚାଷ କରି ହେବ | ଅମଳ ବି ବହୁତ ଭଲ ହେବ | ଚାଷୀଙ୍କ ଉନ୍ନତି ପାଇଁ, ରାମଚନ୍ଦ୍ର ପ୍ରଧାନ ଉମରକୋଟ ଗାଡିଗୁଡା ଠାରେ ଖୋଲିଛନ୍ତି ଗୋବିନ୍ଦ ମୋଟର |ଯେଉଁଠାରେ ଚାଷୀଙ୍କ ଚାଷରେ ବ୍ୟବହାର ଉପଯୋଗୀ ପ୍ରତିଟି କୃଷି ଯନ୍ତ୍ରପାତି ସୁଲଭ ଦରରେ ଉପଲବ୍ଧ |ଏହାସହ ଏଠାରୁ କିଣାଯାଇଥିବା ଯନ୍ତ୍ରପାତି ସାରା ଓଡ଼ିଶାରେ ଯେଉଁ ଯାଗାକୁ କ୍ରେତା ନେବେ, ଟ୍ରାନ୍ସପୋଟେସନ ସମ୍ପୂର୍ଣ୍ଣ ମାଗଣା |
ଯୋଗାଯୋଗ କରନ୍ତୁ..
ରାମଚନ୍ଦ୍ର ପ୍ରଧାନ
ମୋବାଇଲ….9938707037