Share with
ବଲିକୁଦା(ନିଗମାନନ୍ଦ ଦାଶ):ଆଜି ସକାଳ 9’30 ବାଜି ସମୟରେ ଅପଣ୍ଡାର ବଜାର ତ୍ରିନାଥ ମଠରେ ଚୋରା ଗଂଜେଇ କାରବାର ଓ କିଛି ଅଭଦ୍ର ବେକ୍ତି ଗଂଜେଇ ଟାଣୁଥିବାର ଦେଖି ବାଲିକୁଦା ପୋଲିସ ଚଢ଼ାଉ କରିଛି ବାଲିକୁଦା ପୋଲିସ ଘଟଣା ସ୍ଥଳରେ ପହଁଚିବା ଦେଖି ଗଂଜେଇ ଟାଲୁଥିବା ଅଭଦ୍ର ବେକ୍ତି ମନେ ଦୋଡିବାକୁ ଲାଗିଥିଲେ ବାଲିକୁଦା ପୋଲିସ ଘଟଣା ସ୍ଥଳରୁ 1 kg ଗଂଜେଈ ସହିତ ଗଂଜେଇ ଟାଣୁଥିବା ଅଭଦ୍ର ବଂକ୍ତିଙ୍କ କିଛି ସମଗ୍ରୀ ଜବତ କରିଛି