Home Breaking News ବେଡ଼ରୁମରେ 14 ଫୁଟ ଲମ୍ବର ଅହିରାଜ ସାପ

ବେଡ଼ରୁମରେ 14 ଫୁଟ ଲମ୍ବର ଅହିରାଜ ସାପ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ ଜିଲ୍ଲାର ବାରିପଦା ବନଖଣ୍ଡ ଅଧିନସ୍ଥ ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ନିଶ୍ଚିନ୍ତା ଗ୍ରାମରେ ଅଶୋକ ମହାପାତ୍ର ଙ୍କ ବେଡ଼ ରୁମ ରେ ଏକ 14 ଫୁଟ ଲମ୍ବର ଅହିରାଜ ସାପ ପଶି ଯାଇଥିଲା । ସ୍ଥାନୀୟ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବାରିପଦା ର ପ୍ରସିଦ୍ଧ ସାପ ଉଦ୍ଧାରକାରୀ କୃଷ୍ଣଚନ୍ଦ୍ର ଗୋଛୟତଙ୍କୁ ଖବର ଦେଇଥିଲେ । କୃଷ୍ଣଚନ୍ଦ୍ର ଯତ୍ନର ସହିତ ଅହିରାଜ କୁ ଉଦ୍ଧାର କରିଥିଲେ । ସାପ ଟିକୁ ରେଞ୍ଜ କର୍ମଚାରୀ ବାଙ୍ଗିରିପୋଷି ଘାଟି ଜଙ୍ଗଲ ରେ ଛାଡି ଦେଇଥିଲେ ।

related posts

Leave a Comment