Home Breaking News / ତାଜା ଖବର ଭୋକିଲା ପେଟକୁ ଦାନା: ୟୁଥ ଅଫ କାନ୍ଧମାଳର ଅଭିନାଶ ପ୍ରୟାସ

ଭୋକିଲା ପେଟକୁ ଦାନା: ୟୁଥ ଅଫ କାନ୍ଧମାଳର ଅଭିନାଶ ପ୍ରୟାସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କନ୍ଧମାଳ(ସୁନୀଲ ପଟ୍ଟନାୟକ): ରାଜ୍ୟରେ କରୋନା ର ଭୟାବହ ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟସରକାର ସପ୍ତାହନ୍ତ shut down ଘୋଷଣା କରିଛନ୍ତି । କିନ୍ତୁ ଏ କରୋନା ର କରାଳ ଦାଉରୁ ସମାଜର ନିମ୍ନ ବର୍ଗ ର ଲୋକମାନେ ଆର୍ଥିକ ଅନଟନ ରେ ଦିନବିତାଉଛନ୍ତି। କନ୍ଧମାଳ ର ଏପରି ଜାଗା ଅଛି ଯୋଉଠି କି ଲୋକ ଦି ଓଲି ଦି ମୁଠା ଖାଇ ପାରୁନାହାନ୍ତି , ଆଉ ଏବେ ମୂଲ ମଜୁରୀ ବି ବନ୍ଦ ,ଏ ପରିପେଖି ରେ ୟୁଥ୍ ଅଫ କନ୍ଧମାଳ ର ଏକ ଅଭିନବ ପ୍ରୟାସ shut Down ହେତୁ ବାହାରକୁ ଯାଇ ପାରୁନଥିବା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡି ପଞ୍ଚାୟତ ରେ ଥିବା ବାଇକୁମ୍ପ, ତକଳି, କୁଟିଲାଝର, ଝାଡବଲସକୁମ୍ପl ଓ ଖାଲିବେରନା ଗ୍ରାମରେ।
ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ୟୁଥ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ , ଅମରେଶ ଦନ୍ତ, ବଳରାମ ବିନ୍ଧାଣି , କରୁଣ , ସୈାମ୍ୟଜିତ୍ ତ୍ରିପାଠୀ ଓ ଶିବ ସୁନ୍ଦର ସାହୁ ବଣ୍ଟନ ରେ ସହୋଜୋଗୋ ର ହାତ ବଢ଼ାଇଥିଲେ।

related posts

Leave a Comment