Home Breaking News / ତାଜା ଖବର ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା

ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ଅକ୍ଷୟ କୁମାର ପୂଜାହାରୀ): ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ପ୍ରଶାସନ ତରଫରୁ ସୋନପୁର ଆଇ.ଟି. ଆଇ ଠାରେ କାର୍ଯ୍ୟକ୍ଷମ ହେଲା କୋଭିଡ ଚିକିତ୍ସାଳୟ
ରିପୋର୍ଟ: ଅକ୍ଷୟ କୁମାର ପୂଜାହାରୀ
ସୋନପୁର (୨୪/୪): ରାଜ୍ୟରେ ବର୍ତମାନ କରୋନାର ଦ୍ଵିତୀୟ ଲହର କ୍ରମଶଃ ବୃଦ୍ଧି ହେଉଥିବାର ପରିଲକ୍ଷିତ ହେଉଛି | ସର୍ବସାଧାରଣ ଙ୍କ ଧନଜୀବନ ତଥା ସ୍ୱାସ୍ଥ୍ୟ କୁ ଦୃଷ୍ଟି ରେ ରଖି ସରକାରଙ୍କ ତରଫରୁ
ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ପ୍ରଶାସନ ତରଫରୁ ସୋନପୁର ଆଇ.ଟି. ଆଇ ଠାରେ କାର୍ଯ୍ୟକ୍ଷମ ହେଲା କୋଭିଡ ଚିକିତ୍ସାଳୟ । ଏହି ଠାରେ କରୋନା ସଂକ୍ରମିତ ରୋଗୀଙ୍କ ତୁରନ୍ତ ଚିକିତ୍ସା ଉପରେ ଗୁରୁତ୍ୱାରୋପ କରିଛନ୍ତି |

ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲାର କୌଣସି ଗୁରୁତର କରୋନା ସଂକ୍ରମିତ ରୋଗୀ ଙ୍କୁ ତୁରନ୍ତ ଚିକିତ୍ସା ର ଆବଶ୍ୟକତା ନିମନ୍ତେ ଅବସ୍ଥାପିତ କୋଭିଡ ଚିକିତ୍ସାଳୟ ରେ ତୁରନ୍ତ ଭର୍ତ୍ତି କରାଯାଇ ପାରିବ | ଏଣୁ ଜିଲ୍ଲାର ସମସ୍ତ ଜନସାଧାରଣ ଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଜିଲ୍ଲାର ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ତୁରନ୍ତ ଚିକିତ୍ସା ନିମନ୍ତେ ଏହି ସମର୍ପିତ କୋଭିଡ ଚିକିତ୍ସାଳୟ ରେ ଭର୍ତ୍ତି କରାଇ ଚିକିତ୍ସା ସୁବିଧା ନେବାକୁ ଜିଲ୍ଳା ପ୍ରଶାସନ ସୁବର୍ଣ୍ଣପୁର ତରଫରୁ ଅନୁରୋଧ କରାଯାଉଛି |

related posts

Leave a Comment