Home Breaking News ସଟଡାଉନ ବେଳେ ଗଞ୍ଜେଇ ଚୋରା ଚାଲାଣ: ବାଇକ ସହ ୬କେଜି ଗଞ୍ଜେଇ ଜବତ

ସଟଡାଉନ ବେଳେ ଗଞ୍ଜେଇ ଚୋରା ଚାଲାଣ: ବାଇକ ସହ ୬କେଜି ଗଞ୍ଜେଇ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଶନିବାର ସଟ ଡାଉନ ହୋଇଥିବାବେଳେ କନ୍ଧମାଳ ଜିଲ୍ଲା ଜିଉଦୟଗିରୀପୋଲିସ ବା ଇକରେ ଗ6ଜଂ ଇ ଚୋରାଚାଲାଣ ହେଉଥିବାବେଳେ ଦିଣ୍ଡା ବାଲି ପୋଲ ନିକଟରେ ବାଇକ ସହ ,୬କେଜି ଗ6ଜଂ ଇ ଜବତ କରିଛି ।
ଗିରଫ ଯୁବକ ଜଣଙ୍କ ସାରଙ୍ଗଡ଼ପିପଲସାହୀ ର ଯକ୍ଷ ଡିଗଲ ବୋଲି ପୋଲିସ କହିଛି । ଯକ୍ଷ ବା ଇକରେ ଫିରିଙ୍ଗିଆ ଅଞ୍ଚଳରୁ ଗ6ଜଂ ଇ ନେଇ ଭଜଂ ନଗର ଯାଉଥିବା ଜଣାପଡିଛି । ଜିଉଦୟଗିରି ପୋଲିସ ୩୬/୨୧ରେ ମାମଲା ରୁଜ୍ଜ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଥା ଥାନା ଅଧିକାରୀ ନରେଶ କୁମାର ସାହୁ କହିଛନ୍ତି । ଏହିଚଢାଉ ବେଳେ ଏସଆଇ କୌଶଲ୍ୟା ବେହେରା , ବିଭୁତି ଭୁଷଣ ମୁବୁଲି ପ୍ରମୁଖ ନେତୃତ୍ଵ ନେଇଥିଲେ ।

related posts

Leave a Comment