Share with
ମାଲକାନଗିରି(ସଞ୍ଜୟ ଢ଼ାଲି): ମାଲକାନଗିରି ଜିଲ୍ଲା ମାଲକାନଗିରି ବ୍ଲକ ଅନ୍ତର୍ଗତ ଚଲାଣଗୁଡା ଗ୍ରାମ ପଞ୍ଚାୟତ ର ଗୋଦାମ ଗୃହ ରେ ହୋଇଥିବା ପାଚେରୀ କିଛି ସମୟ ବର୍ଷା ହେବା ଫଳରେ ଅଧା ପାଚେରୀ ଭୁଶୁଡି ଯାଇଅଛି ନିର୍ମାଣ ହୋଇ ଚାରି ମାସ ନପୂରୁଣୁ ନିର୍ମିତ ତିନି ଲକ୍ଷ୍ୟ ଅଟକଳ ମୂଲ୍ୟ ରେ ନିର୍ମାଣ ହୋଇଥିବା ଗ୍ରାମ ପଞ୍ଚାୟତ ଗୋଦାମ ଗୃହ ପାଚେରୀଟି କିଛି ସମୟ ବର୍ଷା ହେବା ଫଳରେ ଭୁଶୁଡି ଯାଇଅଛିଏଥିରୁ ସ୍ପଷ୍ଟ ହେଉଛି ଯେ ପାଚେରୀ କାର୍ଯ୍ୟ ଟି କେତେ ନିମ୍ନମାନର ହୋଇଥିଲା ଏବଂ ଠିକାଦାର, ସରପଞ୍ଚ, ଯନ୍ତ୍ରୀ ଙ୍କ ମିଳିତ ଭାବେ ମଧୁଚନ୍ଦ୍ରିକା କୋଭଳି ଭାବେ ହୋଇଛି l ଉକ୍ତ ପାଚେରୀ କାର୍ଯ୍ୟ ଶେଷ ହୋଇ ଚାରି ମାସ ଭି ହୋଇନାହିଁ l ନିମ୍ନ ମାନର କାମ କରି ଟଙ୍କା ବାଟମାରଣା ହୋଇଅଛି ତେଣୁ କରି ସ୍ଥାନୀୟ ବାସିନ୍ଦା ଏହା କୁ ଘୋର ନିନ୍ଦା କରି ତଦନ୍ତ ଦାବି କରିଛନ୍ତି l