Home Breaking News / ତାଜା ଖବର କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶରେ କ୍ରମାଗତ ଭାବରେ କରୋନା ସଂକ୍ରମଣ ବଢିଚାଲିଛି । କିଭଳି ଭାବରେ ଏହି କରୋନା ସ୍ଥିତିକୁ ଆୟତକୁ ଅଣାଯାଇ ପାରିବ ତାକୁ ନେଇ ଚିନ୍ତାରେ ପୁରା ଦେଶ । ପ୍ରଧାନମନ୍ତ୍ରୀ ମଧ୍ୟ ସବୁ ସ୍ତରରେ ସ୍ଥିତିର ସମୀକ୍ଷା ଜାରି ରଖିଛନ୍ତି । ଆସନ୍ତାକାଲି ଦେଶରେ କରୋନା ସ୍ଥିତିକୁ ନେଇ ଉଚ୍ଚ ସ୍ତରୀୟ ବୈଠକ କରିବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା ଓ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।

ସକାଳ ୯ ଟାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଏହାପରେ ପୁଣି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରି ରାଜ୍ୟ ମାନଙ୍କର ସ୍ଥିତି ବୁଝିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଦେଶରେ ଅକ୍ସିଜେନ୍ ଉତ୍ପାଦନକାରୀ ସଂସ୍ଥା ମାନଙ୍କ ସହ ବୈଠକ କରିବେ ବୋଲି ମୋଦୀ ।

related posts

Leave a Comment