Share with
ବ୍ରହ୍ମଗିରି(ଚିତ୍ତରଞ୍ଜନ ମହାନ୍ତି): ପୁରୀ ଜିଲ୍ଲା ବ୍ରହ୍ମଗିରି ପୁରୀ ସାତପଡ଼ା ମୁଖ୍ୟ ରାସ୍ତାରେ ଧୃତ ଗତି ରେ ଆସୁଥିବା ଏକ ଟ୍ରକ ମୁହଁ ରୁ ବଞ୍ଚି ଗଲେ ତିନି ଜଣ ଯୁବକ,ଅଲାର ପୁର ଗ୍ରାମର ବାପି ସାହୁ , ବାପି ତାଙ୍କ ତେଜରାତି ଦୋକାନ ରେ ବସିଥିଲେ ହଠାତ୍ ତାଙ୍କ ନଜର ପଡ଼ିଥିଲା ଗେଟିଏ ବାଇକ୍ ରେ ତିନି ଜଣ ଯୁବକ ଭାରଶ୍ୟାମ ହରାଇ ଟ୍ରକ ଆଗକୁ ଚାଲି ଆସୁଥିବା ସମୟରେ ,ବାପି ତାଙ୍କ ଜୀବନ କୁ ବାଜି ଲଗାଇ ଦୋକାନରୁ ଜମ୍ଫ ମାରୀ ଟ୍ରକ ଆଗରୁ ବାଇକ୍ ଚାଳକ ଙ୍କୁ ଟାଣିନେଇଥିଲେ,ବାପି ଏବେ ସାହସୀ କତା ଦେଖାଥିବାରୁ ବ୍ରହ୍ମଗିରି ରେ ଚଚ୍ରିତ ଚେହେରା ପାଲଟିଛନ୍ତି ସୋସିଆଲ ମିଡିଆରେ ଶୁଭେଚ୍ଛା ର ସୁଅ ଛୁଟି ଚାଲିଛି ,ଦେଖିବବାକୁ ବାବିରହିଲା ତିନି ଜଣ ଙ୍କ ଜୀବନ ବଞ୍ଚାଇ ଥିବା ବାପି ଙ୍କ ପ୍ରତି ସରକାର କି ପଦକ୍ଷେପ ନେଉଛନ୍ତି।