Home Breaking News ବ୍ରହ୍ମଗିରି ବ୍ଲକରେ ଦୃନୀତିକୁ ନେଇ ଦୁଇଟି ପଂଚାୟତର ୱାର୍ଡ ସଭ୍ୟାଙ୍କ ଧାରଣା

ବ୍ରହ୍ମଗିରି ବ୍ଲକରେ ଦୃନୀତିକୁ ନେଇ ଦୁଇଟି ପଂଚାୟତର ୱାର୍ଡ ସଭ୍ୟାଙ୍କ ଧାରଣା

by Times One Odia
Share with
     
 
 
   

ବ୍ରହ୍ମଗିରି(ଚିତ୍ତରଞ୍ଜନ ମହାନ୍ତି): ବ୍ରହ୍ମଗିରି ବ୍ଲକ ମଣପଡା ଓ କୁସୁବେଣ୍ଟି ଗ୍ରାମ ପଂଚାୟତ ର word ସଭ୍ୟ ମାନଙ୍କ ବିଡ଼ିଓ ଙ୍କ ଅଫିସି ଆଗରେ ଧାରଣା ଦେଇଛନ୍ତି । ପ୍ରତେକ ଗାଁ ରେ କୋଭିଡ଼ି ମହାମାରୀ ସମୟରେ ସରକାର ଙ୍କ ଦିଆଯାଇଥିବା ଅନୁଦାନ ରାସିର ମହା ଦୃନୀତି ଅଭିଯୋଗ କରି ।ଦୁଇଟି ପଂଚାୟତ ଜନ ସାଧାରଣ ବ୍ଲକ ଅଫିସି ଆଗରେ ଧାରଣାରେ ବସିଛନ୍ତି । ଭାରତ ସରକାର ଓ ଓଡ଼ିଶା ସରକାର ଙ୍କ ଅନୁଦାନ ରାଶି କିଭଳି ବାଟବଣା ହେଲା ଏହା ଏକ ଚିନ୍ତାଜନକ ବିଷୟ । ମଣପଡା ଗ୍ରାପର ଅଭିଯୋଗ ପଂଚାୟତ ରେ ନିର୍ମାଣ ଚାଲିଥିବା ପଠାଗାରର କୋଠା ଘୁଷୁଡି ପଡିବା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ କାମ ନହୋଇ ଫାଇନାଲ ବିଲି କରିବା ଭଳି ଅନେକ ଦୃନୀତି ଅଭିଯୋଗ କରିଛନ୍ତି ।ମଣପଡା ର word ସଭ୍ୟ ମାନେ । ଦୁଇଟି ପଂଚାୟତ word ସଭ୍ୟଙ୍କ ଦାବି ଏ ସମସ୍ତ ଦୃନିର ତଦନ୍ତ କରିବା ପାଇଁ ବିଡ଼ିଓ ଙ୍କ ପାଖରେ ଦାବି କରିଛନ୍ତି।

related posts

Leave a Comment