Home Breaking News ଦେଶରେ ଆଉ ଏକ କରୋନା ଔଷଧକୁ ମିଳିଲା ଅନୁମତି

ଦେଶରେ ଆଉ ଏକ କରୋନା ଔଷଧକୁ ମିଳିଲା ଅନୁମତି

by Times One Odia
Share with
     
 
 
   

କରୋନା ସଂକ୍ରମଣ ଦୃତଗତିରେ ବଢିଚାଲିଛି । ଏହା ମଧ୍ୟରେ ଆଜି ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ପକ୍ଷରୁ ଯାଏଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ ଭିରାଫିନ୍ ଔଷଧକୁ ଜରୁରି କାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
ତେବେ ଏହା ଏକ ସିଙ୍ଗିଲ ଡୋଜ ଇଞ୍ଜେକ୍ସନ ଏବଂ ଏହା କରୋନାରେ ପିଡିତ ରୋଗିମାନଙ୍କର ଚିକିତ୍ସାରେ ସହଜ କରାଇବ ବୋଲି ଏହାର ପ୍ରସ୍ତୁତ କାରି କମ୍ପାନୀ ଯାଏଡସ୍ କାଡିଲା ପକ୍ଷରୁ କୁହାଯାଇଛି । ଏହା କେବଳ ଡାକ୍ତରୀ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ୍ ରେ ମିଲିବ । ଆଜି ଯାଏଡସ୍ କାଡିଲା ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ପକ୍ଷରୁ ନିୟନ୍ତ୍ରୀତ ବ୍ୟବହାର ପାଇଁ ଅନୁମତି ମିଳିଥିବା କୁହାଯାଇଛି । ଏହା ଏକ ଆଣ୍ଟିଭାଇରାଲ ଓହଧ ରୁପେ କରୋନା ରୋଗିଙ୍କ ଚିକିତ୍ସାରେ ବ୍ୟବହାର କରାଯିବ ଏବଂ ଏହା ଚିକିତ୍ସାକୁ ଅଧିକ ସରଳ କରିବ ବୋଲି କୁହାଯାଇଛି ।
କରୋନାରେ ପିଡିତ ରୋଗିମାନଙ୍କର ଏହି ଔଷଧରେ ଚିକତ୍ସା ସମୟରେ ୭ ଦିନରେ ସେମାନେ ଆରଟିପିସିଆର ରିପୋର୍ଟରେ ନେଗେଟିଭ୍ ଚିହ୍ନଟ ହୋଇଥିଲେ ।

related posts

Leave a Comment