Home Breaking News କରୋନା କଟକଣାକୁ ନ ମାନି ରାଜ୍ୟ ବାହାରକୁ ଯା ଆସ ଚାଲିଛି, ପ୍ରଶାସନର ଦୃଷ୍ଟି ପଡୁ

କରୋନା କଟକଣାକୁ ନ ମାନି ରାଜ୍ୟ ବାହାରକୁ ଯା ଆସ ଚାଲିଛି, ପ୍ରଶାସନର ଦୃଷ୍ଟି ପଡୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ) ଦେଶ ତଥା ରାଜ୍ୟରେ କରେ।ନା ସଂକ୍ରମଣ କମିବାର ନାଂ ଧରୁନି । ଏପଟେ ଜିଲ୍ଲାରେ ମଧ୍ୟ ଧିରେ ଧିରେ ବଢିବାରେ ଲାଗିଛି। ଫଳରେ ପ୍ରଶାସନ ଚିନ୍ତାରେ ରହିଛି । କରେ । ନା ସଂକ୍ରମଣକୁ ରୋକିବା ଦିଗରେ ଜିଲ୍ଲାପାଳ ଏସପିଙ୍କଠାରୁ ଆରମ୍ଭ ଉପଜିଲାପାଳ,ଏସିଡିପି ଓ ଓଥାନା ସ୍ତରରେ ଆଇଆଇ.ସି. ତହସିଲଦାର । ବିଡିଓ ପ୍ରତ୍ୟେକ ଉଦ୍ୟମ ଜାରୀ ରଖିଥିବାବେଳେ କିଛି ଅଞ୍ଚଳର ଯୁବକଯୁବତୀ ରାଜ୍ୟ ବାହାରକୁ କାମଧନ୍ଦା ପାଇଁ ଯିବା ଘଟଣା ଅଞ୍ଚଳରେନିଶ୍ଚିତ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରିଛି । ଏହା କରେ। ନା ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ଥିବା ସେମାନେ କହିଛନ୍ତି । ବୁଧବାରଡିଡି ୟୂଜିକେ୍ୱ ୲ ଇ ସିଲେଇ ତାଲିମ ନେଇ ଥିବା କିଛି ଯୁବତୀ ଚାକିରୀରେ ଯୋଗଦେବାପାଇଁ ବାଙ୍ଗାଲୋର ଯାଇଥିବାବେଳେ ଗୁରୁବାର ରାଇକିଆ ଅଞ୍ଚଳକୁ ମଧ୍ୟ ରାଜ୍ୟ ବାହାରରକିଛି ବସ ଆସି ଲୋକଙ୍କୁ କେରଳ, ତାମିଲନାଡୁ, ବାଙ୍ଗାଲୋର , ଦିଲ୍ଲୀ ଆଦିକୁ ନେଉଥିବା ଦେଖିବାକୁ ମିଳୁଛି ।
କରୋନା କଟକଣା ଆଦିକୁ ଏମାନେ ଆଦୌ ମାନୁନ ଥିବା ଦେଖାଯାଉଛି । ସେହିପରି କିଛି ପ୍ରବାସୀ ଓଡ଼ିଆ ଏଠାକୁ ଫେରୁଛନ୍ତି ମଧ୍ୟ । ଯାହାକି ଲୋକଙ୍କ ଚିନ୍ତା ବଢାଇଛି ।
ଆଗାମୀ ଦିନରେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ଆଗାମୀ ଦିନରେ କ ରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି।

related posts

Leave a Comment