Home Breaking News / ତାଜା ଖବର ସିଏସସିରେ ଗରିବଙ୍କ ଟଙ୍କା ଆତ୍ମସାତ କରିଥିବା ଟଙ୍କା ୨୮ ହଜାର ଫେରାଇଲେ ସିଏସସି ମାଲିକ ରାମଜିତ ପଣ୍ଡା

ସିଏସସିରେ ଗରିବଙ୍କ ଟଙ୍କା ଆତ୍ମସାତ କରିଥିବା ଟଙ୍କା ୨୮ ହଜାର ଫେରାଇଲେ ସିଏସସି ମାଲିକ ରାମଜିତ ପଣ୍ଡା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର(ଅକ୍ଷୟ କୁମାର ପୂଜାହାରୀ): ଗ୍ରାହକ ମାନଙ୍କୁ ସୁବିଧା ପାଇଁ ସରକାର ଗ୍ରାହକ ଜନସେବା କେନ୍ଦ୍ର ମାଧ୍ୟମରେ ବିଭିନ୍ନ ବ୍ୟାଙ୍କର ବ୍ୟବସ୍ଥା କରିଛନ୍ତି ।ହେଲେ ଗ୍ରାହକ ସେବା କେନ୍ଦ୍ର ନାଁରେ ଆସିଛି ଗ୍ରାହକ ମାନଙ୍କ ଟଙ୍କ ଆତ୍ମସାତ ଭଲି ଆସିଥିଲା ସାଂଘାତିକ ଅଭିଯୋଗ ।ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିନ୍ଦୁରପୁର ମଡେଲ ଗ୍ରାହକ ସେବା କେନ୍ଦ୍ରରେ କୋଡ଼ ୧ ଏ ୬୮୪୭ ୪ ସିଏସସି କୋଡ଼ ନମ୍ବର ୧ଏ୬୮୪୭୯୪,ସଂଯୋଗଶାଖା ;କାଡ଼ ୦୩୭୧୫ ଲିଙ୍ଗ ବ୍ରାଞ୍ଚ କୋଡ଼ ୦୩୭୫୧୫ ଏସବିଆଇ କିସ୍କୋ ବେଙ୍କିଙ୍କର ମାଲିକ ନ‌ାମ ସିନ୍ଦୁରପୁର ରାମଜିତ ପଣ୍ଡା ନାମରେ –ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଙ୍କିଘିର୍ଡ଼ି ପଞ୍ଚାୟତ ଅରିଗାଁର ଚିକିଂ ମେଲ୍ଲି i ରସିନ୍ଦୁରପୁର ସିଏସପି ଜମାଖାତା ନମ୍ବର- ୩୫୦୩୭୫୨୯୯୩୧ ଏବଂ ଭୁମିସୁତା ବାଘ ରସିନ୍ଦୁରପୁର ସିଏସପି ଖାତା ନମ୍ବର- ୩୬୨୩୫୧୨୩୫୪୩ , IFSC- SBIN0003715 csc (model csc centre – ) ଦ୍ୱାରା ଠକେଇର ଶିକାର ହେଇଥିବା ଅଭିଯୋଗ ନେଇ ବିନିକା ଭାରତିୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳ ପ୍ରେମରାଜ ସିଙ୍ଗ ମୁଣ୍ଡା ପାଖରେ ଲିଖିତ ଅଭିଯୋଗ କରିଛନ୍ତି ।ସେମାନଙ୍କ ଅଭିଯୋଗ ପତ୍ରରେ ଗ୍ରାହକଙ୍କ ଚିଙ୍କି ମେଲ୍ଳି ଙ୍କ ଖାତାରେ ୨୮ ହଜାର ଟଙ୍କ ଗ୍ରୁପ ଲୋନ ର ଟଙ୍କା ଜମା ହୋଇଥିଲା ସେଥିରୁ ଗତ ୫-୪-୨୧ତାରିଖ ଦିନ ୧୦ ହଜାର ଟଙ୍କା ଉଠାଇତିଳେ ପରଦିନ ୬-୪ ତାରିଖ ଦିନ ଟଙ୍କା ଉଠାଣ କରିବାପାଇଁ ପୁଣି ସିଏସ.ସି କୁ ଆସି ଟିପ ଚିହ୍ନ ଦେଇ ଟଙ୍କା ନଥିବା କହିବାରୁ ସେ ଫେରି ଯାଇଥିଲେ ା ପରେ ଜଣି ପରିଲେ ଜେ ତାଙ୍କ ଜମାଖାତା ୧୮ ହଜାର ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ପତ୍ରରେ ଲେକା ହୋଇଛି ା ସେହିପରି ଭୁମିସୁତା ବାଘ ଜମାଖାତାରୁ ୧୦ ହଜାର ଉଠାଇ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି ା ଉଭୟଙ୍କ ମୋଟ ଗ୍ର୍ରାହକ ଜନ ସେବା କେନ୍ଦ୍ରର ମାଲିକ ୨୮ ହଜାର ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗ କରିଥିଲେ ା ଆଜି ଟାଇମ୍ ଓ୍ଵାନ ଓଡ଼ିଆରେ ସିନ୍ଦୁରପୁର : ସିଏସସିରେ ଟଙ୍କା ଆତ୍ମସାତ୍ ନେଇ ବିନିକା ଶାଖା ପରିଚାଳକ ଙ୍କୁ ଦାବିପତ୍ର ଶିର୍ଶକ ଖବର ପ୍ରକାଶନ ହେବପରେ ଭୁମିସୁତା ବାଘ ଓ ଚିଙ୍କି ମେଲ୍ଳି ଙ୍କୁ ଏସସିଏସ ମାଲିକ ରାମଜିତ ପଣ୍ଡା ୨୮ ହଜାର ଟଙ୍କା ଆଜି ଫେରାଇଥିବା ଅଭିଯୋଗକରିମାନେ ସମ୍ବାଦ ଆଗରେ ପ୍ରକାଶ କରିଛନ୍ତି ା ଏଇ ଗ୍ରାହକ ଜନ ସେବା କେନ୍ଦ୍ରରେ,ଗ୍ରାହାକ ଜନସେବାକେନ୍ଦ୍ର ଅଞ୍ଚଳର ଅନେକ ଗରିବ ଲୋକଙ୍କ ର ଲକ୍ଷଲକ୍ଷ ଟଙ୍କା ମଧ୍ୟ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିବା ବେ ଳେ ବିନିକା ଭାରତୀୟ ଷ୍ଟେଟ ବ୍ୟାକଂ ଅଧିନରେ ଥିବା ୧୨ ଗୋଟି ଏହିପରି ଶାଖା ସହ ଅନ୍ୟାନ୍ୟ ବ୍ୟାଙ୍କ ଜନ ସେବା କେନ୍ଦ୍ରରେ ଗରିବ ଲୋକେ ଟଙ୍କା ବିଭିନ୍ନ ଆ‌ଲରେ ଠକେଇର ଶିକାର ହେଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି ।ଏଣୁ ଜିଲ୍ଳା ପ୍ରଶାସନ ଉଚ୍ଚ ସ୍ତରିୟ ତଦନ୍ତ କରି କଲେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ଜନସାଧାରଣରେ ଦାବି ହେଉଛି ା

related posts

Leave a Comment