Home Breaking News / ତାଜା ଖବର କନ୍ଧମାଳ ଜିଲ୍ଲାରେ ନୂତନ ଲାଇସେନ୍ସ ପାଇଁ ଡ୍ରାଇଭିଂ ଟେଷ୍ଟ ସ୍ଥଗିତ

କନ୍ଧମାଳ ଜିଲ୍ଲାରେ ନୂତନ ଲାଇସେନ୍ସ ପାଇଁ ଡ୍ରାଇଭିଂ ଟେଷ୍ଟ ସ୍ଥଗିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କରୋନା ଦ୍ଵିତୀୟ ଲହର ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ଯୋଗୁଁ ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ଡାଇଭିଂ ଚେଷ୍ଟ, ଓ
ଲରନ୍ ର ଲାଇସେନ୍ସ ଟେଷ୍ଟ ଆସନ୍ତା ୨୨ ଏପ୍ରିଲ ଗୁରୁବାର ଠାରୁ ଅନିଦ୍ଦିଷ୍ଟକାଳଯାଏବାତିଲ କରାଯାଇଥିବା ନେଇ ଫୁଲ ବାଣୀ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତ ରାଏ କହିଛନ୍ତି ।
ଏନେଇ ପରିବହନ କମିଶନର ଚିଠି ଲେଖି ନିର୍ଦ୍ଦେଶ ଦେଇଥିବା ଆରଟି ଓ ସାମନ୍ତରା ଏ ସୂଚନା ଦେଇଛନ୍ତି ।
ଫଳରେ ଆବେଦନକାରୀ ମାନଙ୍କ ମଧ୍ୟରେ ନିରାଶ । ଭାବ ଦେଖାଦେଇଛି । ତେବେ ବିଭାଗରେ ଅନ୍ୟ କାର୍ଯ୍ୟ ସବୁ ସ୍ୱାଭାବିକ
ଭାବେ ବୋଲି ସେ କହିଛନ୍ତି ।

related posts

Leave a Comment