Home Breaking News / ତାଜା ଖବର ୫ଟି ମଡ଼େଲ ନିର୍ମାଣ ଚାଳିଥିବା ସିନ୍ଦୁରପୁର ଓ କୁହିବାହାଲ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ମନିଷା ବାନାର୍ଜି

୫ଟି ମଡ଼େଲ ନିର୍ମାଣ ଚାଳିଥିବା ସିନ୍ଦୁରପୁର ଓ କୁହିବାହାଲ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ମନିଷା ବାନାର୍ଜି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ): ରାଜ୍ୟ ସରକାର ୫ଟି ମଡ଼େଳ ସ୍କୁଳ ହିସାବରେ ବିନିକା ବ୍ଲକ ସିନ୍ଦୁରପୁର ଏବଂ କୁହିବାହାଲ ଘୋଷାଣା କରିଥିବାରୁ ଏହାର କାର୍ଯ୍ୟ ତଦାରଖ କରିବାପାଇଁ ଉଭୟ ସ୍କୁଲର ଭିତ୍ତି ଭୁମି କୁ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ମନିଷା ବାର୍ନାଜୀ ।ଆଜି ଜିଲ୍ଲାପାଳ ବିନିକା ବ୍ଲକର ସିନ୍ଦୁରପୁର ଶ୍ରୀ ଗୋପାଳଜୀ ଆଚଂଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ କୁହିବାହାଲ ନୂତନ ଉଚ୍ଚ ବିଦ୍ୟାଳୟକୁ ପହଞ୍ଚି ଏହି ବିଦ୍ୟାଳୟକୁ ନୁତନ ଭାବେ ତିଆରି ଚାଲିଥିବା ୫ଟି ମୋଡ଼େଳ ସ୍ମାର୍ଟ ସ୍କୁଲକୁ ନୂତନ ଭାବରେ ନିର୍ମାଣ ଚାଲିଥିବା ନ କାର୍ଯ୍ୟକୁ ସମୀକ୍ଷା କରିବାସ ବିଭିନ୍ନ କାର୍ଯ୍ୟ ନୂତନ ଭାବରେ କିପରି ହୋଇପାରିବ ତାହା ସମିକ୍ଷା କରି ଫେରିଛନ୍ତି ।ଉଭୟ ସ୍କୁଲରେ ଛାତ୍ରଛାତ୍ରୀକଂ ପାଇଁ ନୁତନ ଭାବେ ବିଜ୍ଞାନ ଲେବୋରୋଟେରୀ,ଉଚ୍ଚ ମାନର ଖେଳପଡିଆ,ଲାଇବ୍ରେରୀ,ଶୈାଚାଳୟ, ସ୍ମାର୍ଟ ଶ୍ରେଣୀ କୋଠରୀ,ଗାର୍ଡେନ ଆଦି ବିଭିନ୍ନ ଡିଜାଇନରେ ତିଆରି କରିବା ପାଇଁ ବିନିକା ବିଡିଓ ବ୍ୟାସଦେବ ବେହେରା ଏବଂ ଏଇ ଅନୁପମା ଗଣିକକୁଂ ନିର୍ଦ୍ଦେଶ ଦେଇଥିଲେ ।ଏହି କାମ ଯେପରି ଉଚ୍ଚ କୋଟିର କାର୍ଯ୍ୟ ହୋଇ ନିର୍ମାଣ ହୋଇପାରିବ ସେନେଇ ବିନିକା ବିଡିଓ ଏବଂ ଏଇକୁଂ ବାରବାର ତାଗିତ୍ କରିଥିଲେ ଜିଲ୍ଲାପାଳ ଶ୍ରୀମତି ବାନାର୍ଜି ।ଏଥିରେ ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦକଂ ସହ ସିନ୍ଦୁରପୁର ଓ କୁହିବାହାଲ ସରପଞ୍ଚ,ବିଭିନ୍ନ ରାଜନତିଗ୍ୟ ବ୍ୟକ୍ତି, ଜେଇ ଏବଂ ଉଭୟ ସ୍କୁଲର ଶିକ୍ଷକମାନେ ଉପସ୍ଥିତ

related posts

Leave a Comment