Share with
ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ କରଲା କୋଟ ର ଶିବ ବେହେରା 40ଙ୍କର କୋରନା ରେ ମୃତ୍ୟ ହୋଇଥିବା ସୂଚନା ମିଳିଛି, ସେ ଘରେ କିଛିଦିନ ଅସୁସ୍ଥ ଥିଲାବେଳେ ଗତକାଲି ବୋଡେ଼ନ chc କୁ ଯାଇଥିଲା, କୋରନା ପଜିଟିଭ ବାହାରିବା ପରେ ଖଡ଼ିଆଳ କୁ ସ୍ଥାନାନ୍ତର କରାଯାଇଥିଲା ସମୟରେ ବାଟରେ ହିଁ ମୃତ୍ୟୁ ହୋଇଥିଲା, ଆଜି ପରିବାର ବର୍ଗ ତାଙ୍କ ଅନ୍ତିମ ସଂସ୍କାର କରିଛନ୍ତି l