Home Breaking News / ତାଜା ଖବର ଦୋକାନ ଘର ଭିତରେ ଯୁବକଙ୍କ ଆତ୍ମହତ୍ୟା

ଦୋକାନ ଘର ଭିତରେ ଯୁବକଙ୍କ ଆତ୍ମହତ୍ୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୁଗୁଡ଼ା(ଅଭିମନ୍ୟୁ): ଗଞ୍ଜାମଜିଲ୍ଲାର ବୁଗୁଡା ମେନ୍ ରୋଡ ସ୍ଥିତ ବ୍ଳକଛକ ନିକଟରେ ମା” ମହାମାୟି ଜେନେରାଲ ଷ୍ଟୋର ମଧ୍ୟରେ ଜଣେ ଯୁବକଙ୍କ ଆତ୍ମହତ୍ୟା ା ଯୁବକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ପାଇଲିପଡା ଗ୍ରାମର ପିତାମ୍ବର ସାହୁ ବୟସ 28 ବର୍ଷ ା ପିତାମ୍ବର ସବୁବେଳେ ଦୋକାନ କାରବାରକରି ସାରି ରାତ୍ରରେ ଦୋକାନ ଘରେ ରହୁଥିଲେ ା ପିତାମ୍ବର ଙ୍କ ବଡ ଭାଇ ସକାଳୁ ଆସି ଦୋକାନ କବାଟ କୁ ବାଡେଇ ଡାକ ଦେବା ପରେ ପିତାମ୍ବର ଦୋକାନ କବାଟ ଖୋଲିନଥିଲେ ା ଯାହାଫଳରେ ପିତାମ୍ବର ଙ୍କ ଭାଇ ଦୋକାନ ଘରର ପଛପଟ ରାସ୍ତା ବାଟଦେଇ ଦୋକାନ ଘରକୁ ପ୍ରବେସ କରିଥିଲେ ା ଓ ସେଠାରେ ସେ ଦେଖିଥିଲେ ପିତାମ୍ବର ଦୋକାନଘର ଭିତରେ ଛାତର ହୁକରେ ରଷି ଲଗାଈ ଆତ୍ମହତ୍ୟା କରିଛନ୍ତି ା ପିତାମ୍ବର ଙ୍କ ବଡଭାଇ ଏସବୁ ଦେଖିଲାପରେ ବୁଗୁଡା ଥାନାରେ ଜଣାଇଥିଲେ ା ବର୍ତ୍ତମାନ ଘଟଣା ସ୍ଥଳରେ ବୁଗୁଡା ପୋଲିସ୍ ପହଞ୍ଚି ମୂତଦେହ କୁ ଉଧାରକରିଛି ା ବୁଗୁଡା ପୋଲିସ୍ ଏହାର ତଦନ୍ତ ପରେ ପ୍ରକୁତ ଘଟଣା ଜଣା ପଡିବ

related posts

Leave a Comment