Home Breaking News / ତାଜା ଖବର ଅଗ୍ନି ବିପର୍ଣ୍ଣଙ୍କୁ ସହାୟତା ପ୍ରଦାନ କଲେ ବିଧାୟିକା

ଅଗ୍ନି ବିପର୍ଣ୍ଣଙ୍କୁ ସହାୟତା ପ୍ରଦାନ କଲେ ବିଧାୟିକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୁଗୁଡ଼ା(ଅଭିମନୁମିଶ୍ର): ଗଞ୍ଜାମ ଜିଲ୍ଲା ର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ପଞ୍ଚାୟତରେ ଅଗ୍ନି ବିପର୍ନ ଙ୍କୁ ସମବେଦନା ଜଣାଇବା ସହିତ ସହାୟତା ପ୍ରଦାନ କରିଥିଲେ । କ୍ଷତି ଗ୍ରସ୍ତଙ୍କୁ କମଳ ଓ ଆର୍ଥିକ ସହାୟତା କରିଛନ୍ତି । ପ୍ରକାଶ ଥାଉ କି ଏହି ଗ୍ରାମର ବଡ ଦାଣ୍ଡ ସାହିରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ଘର ପୋଡି ଯାଇଥିଲା । ତାଙ୍କ ସହ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା , ପଞ୍ଚାୟତ ବିଜେଡି ସଭାପତି ଦୁର୍ଜ୍ୟଧନ ଗୌଡ଼ ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।

related posts

Leave a Comment