Home Breaking News / ତାଜା ଖବର ସାଇକେଲ ଚାଳକ ବି ହେଲମେଟ ପିନ୍ଧି ତେଲ ନେଉଛନ୍ତି ଟାଙ୍କିରୁ

ସାଇକେଲ ଚାଳକ ବି ହେଲମେଟ ପିନ୍ଧି ତେଲ ନେଉଛନ୍ତି ଟାଙ୍କିରୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ମାଣିକ ବାଛାଡ଼): ମାଲକାନଗିରି ଜିଲ୍ଲାର ଜେ ପାଲ ପେଟ୍ରୋଲ ପମ୍ପରେ ଦେଖା ଦେଇଛି ଏକ ନୂଆ ଦୃଶ୍ୟ । ପାଦରେ ଚପଲ ନାହି କିନ୍ତୁ ମଥାରେ ହେଲମେଟ ପିନ୍ଧି ବୋତଲରେ ନେଉଛି ତେଲ। ଜିଲ୍ଲା ପ୍ରଶାସନ ପକ୍ଷରୁ ବିନା ମାସ୍କ ଓ ବିନା ହେଲମେଟ ରେ ତେଲ ଦେବାକୁ ବାରଣ କରାଯାଇଥିବା ବେଳେ ଆଜି ଏକ ନାବାଳକ ହେଲମେଟ ପିନ୍ଧି ସାଇକେଲରେ ତେଲ ଆଣିବାକୁ ଟାଙ୍କିରେ ପହଞ୍ଚିଥିଲା ଓ ବୋତଲରେ ତେଲ ଆଣିଥିଲା। ଏହାଦେଖି ଉପସ୍ଥିତ ଥିବା ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କିନ୍ତୁ ଏହା ଦେଖି ସମସ୍ତେ ସଚେତନ ହେବା ଆବଶ୍ୟକ ଯେ ହେଲମେଟ ପିନ୍ଧିବା ଦ୍ୱାରା ସମସ୍ତ ପ୍ରକାର ସୁରକ୍ଷା ମିଳିଥାଏ।

related posts

Leave a Comment