Home Breaking News / ତାଜା ଖବର ୨୧କେଜି ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

୨୧କେଜି ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ: ମଙ୍ଗଳବାର ଫୁଲ ବାଣୀ ଅବକାରୀ ବିଭାଗ ସୁପରିଟେଣ୍ଡଣ୍ଟଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ଇନ ସପେକ୍ଟର ଅଜୟ କୁମାର ବେହେରା ଙ୍କ ନେତୃତ୍ଵରେ ମୋବାଇଲଟି ମରଇନଚାର୍ଜ ଥାଇଲା ଓ ରାମ, କଂଗ୍ରେସ ବେହେରା, ଅମରଜିତ ସାହୁ, ସଂଜୟ ପାତ୍ର, ଏ ଏସ ଆଇ ପ୍ରଦୀପ ରଥ, ଜ୍ଞାନ ପ୍ରକାଶ ସାହୁ, ମଧୁସୂଦନ ବେହେରା ପ୍ରମୁଖ ଚଢାଉ କରି ଖଜୁରୀପଡ଼ା ଚେକ ଗେଟଠାରେ ଏକ କାର ଅଟକାଇ ସେଥିରୁ ୨୧ କେଜି ଚୋରା ଗ6ଜଂ ଇ ସହ ଟିକାବାଲି ଥାନା ଅନ୍ତର୍ଗତ ଶଙ୍କରା ଖୋଲ ଅଞ୍ଚଳର ମନୋଜ କୁମାର ପ୍ରଶାନ୍ତନାମକ ଜଣଙ୍କୁ ଗିରଫ କରିଛି।
ଅବକାରୀ ବିଭାଗ ଧାରା ୨୦ ବି ।।Cଏନଡିପିଏସ ଏକ୍ଟ ୧୯୮୫ରେ ମାମଲା ରୁଜ୍ଜୁ କରିଛନ୍ତି ।
ଏହି ଚୋରା ଗ6ଜଂ ଇ ଭୁବନେଶ୍ଵରକୁ ଚୋରାଚାଲାଣ କରୁଥିବା ଅବକାରୀ ବିଭାଗ କହିଛି ।
ଫୁଲବାଣୀ ଅବକାରୀ ଇନ ସପେକ୍ଟର ଅଜୟ ବେହେରା ଙ୍କ ନିଷ୍ଠାପର ଉଦ୍ୟମ ଓ ସମୟୋଚିତ ପଦକ୍ଷେପ ଯୋଗୁ ଏହି ଗ6ଜଂ ଇ ଚୋରାଚାଲାଣ ରୋକିବାରେ ଅବକାରି ବିଭାଗ ପେଟ୍ରୋଲିଙ୍ଗ ଟିମ ସଫଳ ହୋଇ ପାରିଥିଲା। ଗ6ଜଂଇ ଚୋରା କାରବାର ରାକେଟ ଓ ଅସାମାଜିକ ବ୍ୟକ୍ତିବିଶେଷଙ୍କ ଉପରେ ଅବକାରୀ ବିଭାଗ ଇନ ସପେକ୍ଟର ଶ୍ରୀ ବେହେରା ସତର୍କ ଦୃଷ୍ଟି ରଖିଥିବା ଯୋଗୁଁ ଅସାମାଜିକ ତତ୍ତ୍ଵ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେବ। ସହ ଫୁଲବାଣୀ ଅଞ୍ଚଳରେ ଗ6ଜଂ ଇ ଚୋରାଚାଲାଣ ରୋକାଯାଇ ପାରିଥିବା ନେଇ ଚର୍ଚାଯୋର ଧରିଛି।

related posts

Leave a Comment