Home Breaking News ୨୭୨ କେଜି ଗଞ୍ଜେଇ ସହ ଇନୋଭା ଓ ବୋଲେରୋ ଜବତ, ୨ ଗିରଫ

୨୭୨ କେଜି ଗଞ୍ଜେଇ ସହ ଇନୋଭା ଓ ବୋଲେରୋ ଜବତ, ୨ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲ ବାଣୀ(ସୁନୀଲ ପଟନାୟକ) ମଙ୍ଗଳବାର ବାଲିଗୁଡ଼ା ପୋଲିସ ଏସଡିପିଓ ମନୋଜ ପୂଜାରୀଙ୍କ ତତ୍ତ୍ଵ । ବଧାନରେ ଥାନା ସବଇନସପେକ୍ଟର ଆର. ମୁଣ୍ଡାରୀଙ୍କ ନେତୃତ୍ଵରେ ପୋଲିସ ପେଟ୍ରୋଲିଂ ଟିମ ମାଦିନାଟା ଗ୍ରାମରେ ଏକ ଇନେ।ଭା ଓ ବୋଲେରୋ ଗାଡି ଉପରେ ଚଢାଉ କରି ୨୭୨ କେଜି ଚୋର । ଗ6ଜଂ ଇଜବତ କରିବାସହ ଗାଡି ଦୁଇଟିକୁ ମଧ୍ୟ ଜବତ କରିଛନ୍ତି। ଏଥିରେ ସଂପୃକ୍ତ ୨ ଜଣ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି ବାଲିଗୁଡ଼ା ପୋଲିସ । ଗିରଫ ଦୁଇ ଜଣ ଅଭିଯୁକ୍ତ ହେଲେ କାମ ପଡ଼ାର ସମ୍ମୀର ଡିଗଲ, ଓ ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳର ମନୋରଂଜନ ରାଉତ ବୋଲି ପୋଲିସ ଏ ସିଡିପିଓ ଶ୍ରୀ ପୂଜାରୀ କହିଛନ୍ତି । ଏନେଇ ବାଲିଗୁଡ଼ା ଥାନାରେ ୭୨/୨୧ ରେ ମାମଲା
ରୁଜୁ କରାଯାଇ ଛି। ବର୍ତ୍ତମାନ କରେ। ନା ସଂକ୍ରମଣ ପାଇଁ ନାଇଟ କର୍ଫ୍ୟୁ ଚାଲିଥିବା ଫଳରେ ଅଭିଯୁକ୍ତମାନେ ଦିନ ବେଳା ଚାଲାଣ କରିବାକୁ ଯୋଜନା କରିଥିଲେ ବୋଲି ପୋଲିସ ଏସଡିପି ଓ ପୂଜାରୀ କହିଛନ୍ତି ।
ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀଙ୍କ ନିଷ୍ଠାପର ଉଦ୍ୟମ ଓ ସମୟୋଚିତ ପଦକ୍ଷେପ ଯୋଗୁ ଏହି ଗ6ଜଂ ଇ ଚୋରାଚାଲାଣ ରୋକିବାରେ ବାଲିଗୁଡ଼ା ପୋଲିସ ପେଟ୍ରୋଲିଙ୍ଗ ଟିମ ସଫଳ ହୋଇ ପାରିଥିଲା। ଗ6ଜଂଇ ଚୋରା କାରବାର ରାକେଟ ଓ ଅସାମାଜିକ ବ୍ୟକ୍ତିବିଶେଷଙ୍କ ଉପରେ ବାଲିଗୁଡ଼ା ଏସଡିପିଓ ପୂଜାରୀ ସତର୍କ ଦୃଷ୍ଟି ରଖିଥିବା ଯୋଗୁଁ ଅସାମାଜିକ ତତ୍ତ୍ଵ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ନେଇ ଚର୍ଚାଯୋର ଧରିଛି।

related posts

Leave a Comment