Home Breaking News / ତାଜା ଖବର ମୁଖ୍ୟ ଗେଟରୁ ତାଲାଭାଙ୍ଗି ପଂଚାୟତ କାର୍ଯ୍ୟାଳୟରୁ ଚୋରି

ମୁଖ୍ୟ ଗେଟରୁ ତାଲାଭାଙ୍ଗି ପଂଚାୟତ କାର୍ଯ୍ୟାଳୟରୁ ଚୋରି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଧର୍ମଗଡ(ରମେଶ ଚନ୍ଦ୍ର ଗୋପାଳ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ କଦଳୀ ମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରୁ ଗତ କାଲି ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ପଂଚାୟତ କାର୍ଯ୍ୟାଳୟ ର ମୁଖ୍ୟ ଗେଟ୍ ତାଲାଭାଙ୍ଗି ଚୋରି କରିଥିବା ଅଭିଯୋଗ ହୋଇଛି ,କାର୍ଯ୍ୟାଳୟ ଭିତରେ ଲାଗିଥିବା ଚାରୋଟି ସିଲିଂ ପଙ୍ଖା ଓ ତିନୋଟି ଏଲ୍ ଇ ଡି ବଳବ ଚୋରି ହୋଇଥିବା ଜଣାପଡିଛି ,ଘଟଣା ସ୍ଥଳରେ ଧର୍ମଗଡ଼ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ,କାର୍ଯ୍ୟାଳୟର ଅନ୍ୟ ସାମଗ୍ରୀ ଛାଡ଼ି କେବଳ ପଙ୍ଖା ଓ ବଲବ ନେଇ ଥିବାରୁ ସ୍ଥାନୀୟ କେହି ଦୂର୍ବୁର୍ତ୍ତ ମାନେ ଏହି ଚୋରି ଘଟଣା ରେ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି ।

related posts