Share with
ଫୁଲବାଣୀ(ସୁନୀଲ ପଟନାୟକ): ବାଇକ୍ ଦୁର୍ଘଟଣା ରେ ଜଣେ ମୃତ l ଫୁଲବାଣୀ ରୁ ଗୋଛIପଡ଼l ବାଇକ୍ ରେ ଯାଉଥିବା ସମୟରେ ଫୁଲବାଣୀ ସହର ନିକଟ ପଟାବାଲି ସାହି ନିକଟରେ ଥିବା ପୋଲ କୁ ଲା ଗି ବୁଲାଣୀ ରାସ୍ତରେ ଭାରସ୍ୟାମ ହରାଇ ସାଇଟ୍ ୱl ଲ କୁ ପିଟିହୋଇଯିବା ଫଳରେ ବାଇକ୍ ଚା ଳକ ଙ୍କ ଘଟଣା ସ୍ଥଳରେ ଜଣେ ମୃତ ହୋଇଯାଇଥିଲା l ମୃତଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା କୁ ପଠା ଇ ଦୁର୍ଘଟଣା ର ତଦନ୍ତ କରୁଛି l
ସହ ର ଭିତରେ ଦ୍ରୁତ ଗତିରେ ବାଇକ ଚଳାଉଥିବା ରୁ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି l