Home Breaking News / ତାଜା ଖବର ସାଗୁଆନ ଗଛ ଚୋରି ଅଭିଯୋଗ

ସାଗୁଆନ ଗଛ ଚୋରି ଅଭିଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତରାମ ଦଣ୍ଡସେନା): ବୋଡେ଼ନ ବ୍ଲକ କିରେଝୋଲା ରେ ସାଗୁଆନ ଗଛ ଚୋରି ଅଭିଯୋଗ,,, ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଖଡ଼ିଆଳ ବନଖଣ୍ଡ ଅଧିନସ୍ଥ କିରେଝୋଲା ର ମାଁ ଧାମନବହଳିଆନ ଗ୍ରାମ୍ୟ ଜଙ୍ଗଲ ରେ 50 ପଚାଶ ଏକର ବିଶିଷ୍ଟ ବିରାଟ ଜାଗାରେ ଜଙ୍ଗଲ ବିଭାଗ ତରଫରୁ 20 ବର୍ଷ ପୂର୍ବେ ସାଗୁଆନ ଚାରା ଲଗେଇଥିଲେ ଓ କିରେଝୋଲା ର ଗ୍ରାମବାସୀ ଙ୍କୁ ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ୱ ଦେଇଥିଲେ ସେହି ନିର୍ଦ୍ଦେଶ କୁ ଗ୍ରାମବାସୀ ପାଳନ ମଧ୍ୟ କରିଥିଲେ, କିନ୍ତୁ ଦୁର୍ଭାଗ୍ୟ ବିଷୟ କି ଗତକାଲି ରାତି ରେ ବଡ଼ବଡ଼ ମୂଲ୍ୟବାନ 7 ସାତ ଖଣ୍ଡ ସାଗୁଆନ ଗଛକୁ କେହି ଦୃବୁତ୍ତ ମାନେ ଗଛ କୁ କାଟି ଟ୍ରାକ୍ଟର ଯୋଗେ ଅନ୍ୟତ୍ର ଜାଗାକୁ ବିକ୍ରି କରିଦେଇଥିବା ଗ୍ରାମ ବାସି ଜଙ୍ଗଲ ବିଭାଵ ଅଧିକାରୀ ଙ୍କୁ ଅଭିଯୋଗ କରିଛନ୍ତି l ଫରେଷ୍ଟର ଶ୍ରୀ ରଞ୍ଜନ କୁମାର ସାହୁ, ଫରେଷ୍ଟଗାଡ ଶ୍ରୀ ରାକେଶ କୁମାର ଦଣ୍ଡସେନା,ଓ ଫରେଷ୍ଟଗାଡ଼ କୁମାରୀ ସ୍ଵର୍ଣଲତା ସୁନାନୀ ଗ୍ରାମ ବାସୀଙ୍କ ସହାୟତା ରେ ତଦନ୍ତ ଜାରି ରଖିଛନ୍ତି ଓ ଦୋଷୀକୁ ଯେମିତି ହେଲେ ମଧ୍ୟ ଧରାଜୀବ ଓ ଉଚିତ ଦଣ୍ଡ ଦିଆଜିବ ବୋଲି ଜଙ୍ଗଲ ବିଭାଗ ର ଅଧିକାରୀମାନେ ଗ୍ରାମବାସୀ ଙ୍କୁ ପତିଶ୍ରୁତି ଦେଇଛନ୍ତି,,,,

related posts

Leave a Comment