Home Breaking News ବିନା ଭକ୍ତରେ ଗଡିବ ରୁକୁଣା ରଥଯାତ୍ରା

ବିନା ଭକ୍ତରେ ଗଡିବ ରୁକୁଣା ରଥଯାତ୍ରା

by Times One Odia
Share with
     
 
 
   

ଭୁବନେଶ୍ୱର: ବିନା ଭକ୍ତରେ ଗାଡିବ ରୁକୁଣା ରଥଯାତ୍ରା । ପ୍ରଭୁ ଲିଙ୍ଗରାଜଙ୍କ ପରମ୍ପରାରେ ବାଧକ ସାଜିଛି କୋରନା । ବିନା ଭକ୍ତରେ ରୁକୁଣା ରଥଯାତ୍ରା ପାଇଁ ପୋଲିସର ପ୍ରସ୍ତୁତି ବୈଠକ। ଆସନ୍ତା କାଲି କିଭଳି ସୁରକ୍ଷା କର୍ଡନ ରହିବ ଏକାମ୍ରକ୍ଷେତ୍ର ସେଥିପାଇଁ ପୋଲିସ କମିଶନରଙ୍କ ସୁରକ୍ଷା ଯାଞ୍ଚ କରିଛନ୍ତି । କମିଶନରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥକୁ ଯାଞ୍ଚ କରିଛନ୍ତି । ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ୫୦ ଜଣ ଅଫିସର ଓ ତିନିଜଣ ଅତିରିକ୍ତ ଡିସିପି ରହିବେ। ସେବାୟତ ଓ ପୋଲିସ ଙ୍କ ଦ୍ୱାରା କିଭଳି ରଥଯାତ୍ରା ସୁରୁଖୁରୁରେ ସମାପନ ହେବ ଏନେଇ ପୋଲିସ ରିୟରସେଲ କରିଛି
ଆସନ୍ତା କାଲି ଦିନ 12 ଟା ରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଲିଙ୍ଗରାଜ ମନ୍ଦିର ଓ ରଥ ପରିସରରେ 144 ଧାରା ଲଗା ଯିବ । ଏହାସହିତ ଆସନ୍ତାକାଲି ଲିଙ୍ଗରାଜ ମନ୍ଦିର ନିକଟକୁ କେହି ଯାତାୟାତ କରିପାରିବେ ନାହିଁ । ଏଥିପାଇଁ ରୁଟ ଲାଇନ ପରିବର୍ତ୍ତନ କରାଯାଇଛି । ସେହିପରି ଆସନ୍ତା 24 ତାରିଖରେ ମଧ୍ୟ ସମାନ ଭାବେ ନିୟମ ଲଗାଇଛି ପୋଲିସ ପ୍ରଶାସନ ।

related posts

Leave a Comment