Share with
ଫୁଲ ବାଣୀ(ସୁନୀଲ ପଟନାୟକ) ମହୁମାଛି ଆକ୍ରମଣରେ କନ୍ଧମାଳ ଜିଲ୍ଲା କୋଟଗଡ଼କୃଷି ଅଧିକାରୀ ସୁମନ୍ତ କୁମାର ନାଏକ ଗୁରୁତର ଆହାତ ହୋଇପଡିବା ଫଳରେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ କୋଟଗଡ଼ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତି କର । ଯାଇଥିଲା। ଚିକିତ୍ସା ପରେ ନା ଏକ ଙ୍କ ସ୍ଵାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଥିବା ଜଣାପଡିଛି ।
ଅପରାହ୍ନରେ କୃଷି ଅଧିକାରୀ ସୁମନ୍ତ ନା ଏକ
କାର୍ଯ୍ୟାଳୟକୁ ଆସିବା ସମୟରେ ହଠାତ କିଛି ମହୁମାଛି ନା ଏକଙ୍କୁ କାମୁଡି ଦେଇଥିଲେ। ଫଳରେ କୃଷି ଅଧିକାରୀ ନାଏକ ତଳେ ପଡି ଅଚେତ ହୋଇଯାଇଥିଲେ। ତେବେ ଅନ୍ୟ ସହ କର୍ମଚାରୀ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ ।