Home Breaking News / ତାଜା ଖବର ପାଟଣାଗଡ଼ ପୂର୍ବତନ ବିଧାୟକଙ୍କ ପରଲୋକ

ପାଟଣାଗଡ଼ ପୂର୍ବତନ ବିଧାୟକଙ୍କ ପରଲୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼ ର ପୂର୍ବତନ ବିଧାୟକ ତଥା ଜନତା ଦଳ ର ପୂର୍ବତନ ସଚେତକ ବିବେକାନନ୍ଦ ମେହେର ଙ୍କ ପରଲୋକ ।ସେ ପୁର୍ବ ରୁ ଦୁଇ ଦୁଇ ଥାର ବିଧାୟକ ହୋଇଥିବା ବେଳେ ବିଜୁ ବାବୁ ଙ୍କ ସମୟ ରେ ସେ ଜନତା ଦଳ ର ସଚେତକ ଥିଲେ ।ଏମିତି କା ସେ estimate କମିଟି ର ଚେୟରମେନ ଥିଲେ । ପୁର୍ବ ରୁ ପାଟଣାଗଡ ଅଞ୍ଚଳ ର ବହୁ ଲୋକାଭିମୁଖୀ କାମ କରିଯାଇଛନ୍ତି ।ବିଜୁ ବାବୁ ଙ୍କ ବହୁ ଆଦରଣୀୟ ବ୍ୟକ୍ତି ଥିଲେ ।ସେ ଅଞ୍ଚଳ ର ଟାଣୁଆ ନେତା ଭାବେ ପରିଚିତ ଥିଲେ । ଚାଷୀ ମାନଙ୍କ ସମସ୍ୟା କୁ ବେଶ୍ ବୁଝିପାରୁଥିଲେ ଏବଂ ଲଢେଇ କରୁଥିଲେ ।ବିବେକାନନ୍ଦ ମେହେର କିଡନୀ ରୋଗରେ ଆକ୍ରାନ୍ତ ଥିଲେ ।ଭୁବନେଶ୍ୱର କୁ ଚିକିତ୍ସା ପାଇଁ ଯାଉଥିବା ବେଳେ ଚାରିଛକ ରେ ତାଙ୍କ ମୃତ୍ୟୁ ହୋଇଥିଲା ।ତାଙ୍କ ଅମର ଆତ୍ମା କୁ ଶାନ୍ତି ମିଲୁ ।

related posts

Leave a Comment