Home Breaking News ତାଲା ଭାଙ୍ଗି ୩୦ ହଜାର ଲୁଟ

ତାଲା ଭାଙ୍ଗି ୩୦ ହଜାର ଲୁଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ବିଳମ୍ବିତ ରାତିରେ କଟକ ଜିଲ୍ଲା ମାହାଙ୍ଗା ଥାନା କୁରୁଜଙ୍ଗା ପଟଣା ବଜାର ରେ ଥିବା ଏକ ଗ୍ରୋସରୀ ଦୋକାନ ର ତାଲା ଭାଙ୍ଗି ୩୦ ହଜାର ଟଙ୍କା ର ଜିନିଷ ସହ ୩ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଦୋକାନ ରେ ଥିବା ତେଲ, ସାବୁନ୍, ବିସ୍କୁଟ ଏବଂ ଗୁଟୁକା ସହ ଦୋକାନ ବାକ୍ସରେ ଥିବା ୩ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ଦୋକାନ ମାଲିକ ଭଦ୍ରେଶ୍ବର ଫାଣ୍ଡି ରେ ଅଭିଯୋଗ କରିଛନ୍ତି। ବିଭିନ୍ନ ସମୟରେ ଏହି ବଜାରରେ ଥିବା ଦୋକାନ ମାନଙ୍କରୁ ଲୁଟ୍ ହୋଇଥିବା ବେଳେ ପୋଲିସ ର ପେଟ୍ରୋଲିଂ ଅଭାବରୁ ଏଭଳି ଘଟଣା ଘଟୁଛି ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି।

related posts

Leave a Comment