Home Breaking News / ତାଜା ଖବର ଅସୁବିଧାରେ ରହୁଥିବା ପରିବାରକୁ ସହାୟତା

ଅସୁବିଧାରେ ରହୁଥିବା ପରିବାରକୁ ସହାୟତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାଲିକୁଦା(ନିଗମାନନ୍ଦ ଦାଶ): ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତରଗତ କୃଷନଦାସପୂର୍ ପଞ୍ଚାୟତର ଖାନାବାଡି ଗ୍ରାମରେ ଏକ ପରିବାର ସେ ପରିବାରରେ ରହୁଥିଲେ ୩ଚୁଆ ସହିତ ମା ଓ ବାପା ତାଙ୍କ ବାପା ଅଶୋକ ଭୋଇ ଅଚାନକ ମୃତ ବରଣ କଲେ ସେ ମରିଯିବା ପରେ ସେମାନଙ୍କର ଆଉ ସହା ଭରସା କେହି ନାହାନ୍ତି ସେମାନେ ବହୁତ ଅଭାବ ଓ ଅସୁବିଧାରେ ଚଲୁଥିଲେ ସେମାନଙ୍କର ଅସୁବିଧା କୁ ଦେଖି ବାଲିକୁଦା ଏରସମା ର ଗ୍ରୁପ ୟୁଥଫାଉଣ୍ଡେଶନ ସହାୟତାର ହାତ ବାଡେଇଚି ସେ ଗ୍ରୁପ ର ସଦସ୍ୟ- ବାବୁ,ସୁବ୍ରତ,ବାପୁନି,ଲିକୁନ,ପ୍ରଦୁମନ୍ୟ, ଏମାନେ ଯାଇଥିଲେ ଓ ସେ ପରିବାରକୁ ଗୋଟେ ମାସ ର ରାସନ୍ ଦେଇଛନ୍ତି ଓ ସେ ପରିବାର ର ଝିଅକୁ ଦଶମ ପର୍ଯ୍ୟନ୍ତ ପଢେଇବା ପାଇଁ ପ୍ରତିଶ୍ରୁତି ବଦ୍ଧ ବା ସେମାନଙ୍କୁ କଥା ଦେଇଛନ୍ତି

related posts

Leave a Comment