Home Breaking News ଅଗ୍ନିକାଣ୍ଡରେ ଘର ଜଳିଗଲା

ଅଗ୍ନିକାଣ୍ଡରେ ଘର ଜଳିଗଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମଗିରି(ଚିତ୍ତରଞ୍ଜନ ମହାନ୍ତି): ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ମଣପଡା ଗ୍ରାମ ପଞ୍ଚାୟତ ଭୂବନପତି ଗ୍ରାମରେ, ସାଗର ନାୟକଙ୍କ ଘରେ ରାତ୍ରି ୧୨ ଟା ସମୟ ରେ ସଟ୍ ସର୍କିଟରୁ ଅଗ୍ନି କାଣ୍ଡ ଘଟି ଦୁଇବଖରା ଚାଳ ଛପର ଘର ପୋଡି ପାଉଁଶ ହୋଇଯାଇଛି,ଘରର ସମସ୍ତ ଆସବାବପତ୍ର ଧାନ ଚାଉଳ ନିଆଁ ଆଁ ରେ ଲିନ ହେଇଯାଉଛି,ସାଗର ଙ୍କ ପରିବାର ଏବେ ବାସ ହରା,କରୋନା ମହାମାରୀ ସମୟରେ ଖୋଲା ଆକାଶ ତଳେ ପରିବାର କିଭଳି ରହିବେ ତାହା ଚିନ୍ତା ଜନକ,ସାଗର ନାୟକ ଙ୍କ ପୁଅ ବିରଞ୍ଚି ନାୟକ ଜଣାଇଛନ୍ତି, ସ୍ଥାନୀୟ ସରପଞ୍ଚ ଓ ରାଜସ୍ବ ଅଧିକାରୀ ଘର କୁ ଆସି ରିପୋର୍ଟ କରି ନେଇଛନ୍ତି, ଏ ବିଷୟରେ ସରପଞ୍ଚ ସୁଶାନ୍ତ ସାହୁ ଙ୍କ ସହିତ ଆମେ ଆଲେଚନା କରିଥିଲୁ,ସେ ପ୍ରତିଶ୍ରୁତି ଦେଇଥିଲେ ସାଗର ନାୟକଙ୍କ ପରିବାର କୁ ପଲିଥିନ ଖାଦ୍ୟ ସାମଗ୍ରୀ
ଯୋଗାଇ ଦେଇଛୁ ,ଆବାସ ଯୋଜନାରେ ଘର ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ,ଦେଖିବାକୁ ବାକିରହିଲା କରୋନା ମହାମାରୀ ସମୟରେ ସାଗର ନାୟକ ଙ୍କ ପରିବାର ମୁଣ୍ଡ ଉପରେ କେବେ ହେଉଛି ଛାତ ଘରଟିଏ ।

related posts

Leave a Comment