Home Breaking News / ତାଜା ଖବର ଆଇପିଏଲ୍‌-୨୦୨୧: ପଞ୍ଜାବକୁ ୬ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲସ

ଆଇପିଏଲ୍‌-୨୦୨୧: ପଞ୍ଜାବକୁ ୬ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଏକାଦଶ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସର ଦମଦାର ବିଜୟ । ୧୯୬ ରନକୁ ପିଛା କରି ପଂଜାବ କିଙ୍ଗସ୍‌ କୁ ୬ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ । ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ରବିବାର ଦିଲ୍ଲୀ ଟିମ୍‌ ଟସ୍‌ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ କେଏଲ୍‌ ରାହୁଲଙ୍କ ନେତୃତ୍ବରେ ପଂଜାବ ବ୍ୟାଟିଂ କରିଥିଲା। ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୯୫ ରନ୍‌ କରିଥିଲା । ମାତ୍ର ୪ ୱିକେଟ ହରାଇ ୧୦ ଟି ବଲ ବାକି ଥାଇ ଦିଲ୍ଲୀ ଏହି ମ୍ୟାଚ୍‌ ଜିତି ନେଇଥିଲା । ଶିଖର ଧବନ ୯୨ ରନର ଇନିଂସ ଖେଳି ଦଳ ବିଜୟରେ ବଡ ଭୂମିକା ନେଇଥିଲେ ।

related posts

Leave a Comment