Home Breaking News / ତାଜା ଖବର କରୋନା ଭଳି ମହାମାରୀର ଭୟାବହ ବୃଦ୍ଧି ଯୋଗୁ ଦୁଇ ଦିନିଆ ସଟ ଡାଉନ ଘୋଷଣା

କରୋନା ଭଳି ମହାମାରୀର ଭୟାବହ ବୃଦ୍ଧି ଯୋଗୁ ଦୁଇ ଦିନିଆ ସଟ ଡାଉନ ଘୋଷଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଧର୍ମଗଡ(ରମେଶ ଚନ୍ଦ୍ର ଗୋପାଳ): କଳାହାଣ୍ଡି ଜିଲ୍ଲା, ଧର୍ମଗଡ ବ୍ଲକ ଉପଖଣ୍ଡ ରେ କରୋନା ଭଳି ମହମାରୀ ର ଭୟା ବହ ବୃଦ୍ଧି ଦିନକୁ ଦିନ ବଢ଼ି ବାରେ ଲାଗିଛି ତେଣୁ ମହାମାରୀର ପ୍ରଭାବକୁ ରୋକିବାପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଛି,ଧର୍ମଗଡ ଥାନା ଓ ଆଇ ସି ଟୁନା ସେଠି ଙ୍କ ଉପସ୍ଥିତି ରେ ଅନ୍ୟ ପୋଲିସ ମାନଙ୍କ ତରଫରୁ ମାସ୍କ ଓ ହେଲମେଟ ର ଯାଞ୍ଚ କଡାକଡି କରିଥିବା ବେଳେ ଲୋକ ମାନଙ୍କୁ ଜରୁରୀ କାମରେ ଘରୁ ବାହାର କୁ ନ ବାହାରିବା ସହିତ ହେଲମେଟ ଓ ମାସ୍କ ପିନ୍ଧିବାକୁ ସଚେତନ କରାଉଥିଲେ | ଆଜି ଧର୍ମଗଡ ରେ ସଟ ଡାଉନ ର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଔଷଧ ଦୋକାନ ବ୍ୟତୀତ କୌଣସି ଦୋକାନ ବଜାର ଖୋଲାଯାଇ ନ ଥିଲା |

related posts

Leave a Comment