Home Breaking News ପଞ୍ଚାୟତ ରାସ୍ତା କାମରେ ଦୁର୍ନୀତି

ପଞ୍ଚାୟତ ରାସ୍ତା କାମରେ ଦୁର୍ନୀତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ସୁମନ ଜେନା): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତରେ ରାସ୍ତା କାମରେ ଦୁନିତି ଯାହାକି ସେହି ଅଞ୍ଚଳର ସରପଞ୍ଚ ନନ୍ଦିନୀ ପଣ୍ଡା ଓ କୁଜଙ୍ଗ ଜେଇ ବି କରୁଛନ୍ତି ଖୋଲା ମେଲା ଦୁନିର୍ତ୍ତି କଳିଆପଟ ଗ୍ରାମ ରେ ଆସିଥିବା ଏକ ଲକ୍ଷ ଟଙ୍କାର ରାସ୍ତା କାମ ସେହି ଅଞ୍ଚଳର ସରପଞ୍ଚ ନନ୍ଦିନୀ ପଣ୍ଡା ନେଇଥିଲେ ସେହି ରାସ୍ତା କାମ ଲୋକେ କହିବା କଥା 8 ଗୋଡି 7 ବାଲି ରେ ଗୋଟେ ସିମେଣ୍ଟ ଦେଇ ହଉଛି କାମ ବାଲି ନାହିଁ ମାଟିରେ ସିମେଣ୍ଟ ପକେଇ ହଉଛି କାମ ରାସ୍ତା କାମ 4 ଇଁଚି ଆସିଥିବା ବେଳେ ଜେଇ ଉପସ୍ଥିତିରେ ହେଇଛି 2ଇଁଚିରେ କାମ

related posts

Leave a Comment