Home Breaking News / ତାଜା ଖବର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଫେଲ

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଫେଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା ଜିଲ୍ଳା ବିଷମକଟକ ବ୍କକ ଅନ୍ତର୍ଗତ କୂର୍ଲୀ ପଞ୍ଚାୟତ ର ଗ୍ରାମର ନା ବଣ୍ଡଲି | ପାହାଡ ପର୍ବତ ଘେରା ଏହି ବଣ୍ଡଲି ଗ୍ରାମ ଏଠାରେ ନା ଅଛି ରାସ୍ତା ର ସୁବିଧା ,ନା ଅଛି ବିଜୁଳି ବତୀ,ନା ଅଛି ପିଇବା ପାଣୀ ର ସୁବିଧା ,ଏହି କୂର୍ଲୀ ପଞ୍ଚାୟତ ଅନ୍ତର୍ଗତ ବଣ୍ଡଲି ଗ୍ରାମରେ ଅନ୍ଦାର ଦୂର କରିବାକୁ ଯେଉଁ ସୋଲାର ଵିଜୁଳି ବତି ଦିଆ ଯାଇଛି ତାହା ବି ଅଧୀକା°ଶ ଅଚଳ ଅବସ୍ଥା ରେ ଅଛି ଲୋକେ ଅନ୍ଦାର ରେ ସମୟ କାଟୁଛନ୍ତି | ଏପଟେ ଦୀର୍ଘ ବର୍ଷ ପରେ ଗାଁ କୁ ଗୋଟାଏ ପ୍ରଧାନ ମନ୍ତ୍ରି ସଡକ ଯୋଜନା ରାସ୍ତା ଗ୍ରାମ ଉନ୍ନୟନ ବିଭାଗ ଦ୍ବରା କୂର୍ଲୀ R.D.ରାସ୍ତା ଠାରୁ ବଣ୍ଡଲି କାମ ଚାଲିଛି |ଏହାର ଅଟକଳ ମୂଲ୍ୟ ପାଞ୍ଚ ବର୍ଷ ପାଇଁ 12.45 ଲଖ୍ୟ (lakhas) RD ରାସ୍ତା ଠାରୁ ବଣ୍ଡଲି 3600ମି.ଦୈଘ୍ୟ ବିଶିଷ୍ଟ ଏହି ରାସ୍ତା ଅଟେ |ବୋର୍ଡ ରେ ଲେଖା ଅଛି କାର୍ଯ୍ୟ ଆରମ୍ବ ତାରିଖ 20/12/2018/କିନ୍ତୁ ଠିକାଦାର NBCC/ms ମା ଭଗବତି କନ୍ ଟ୍ରକସନ ,ନମ୍ବେବର ୨୦୨୦ରୁ କାମ ଆରମ୍ବ କରିଛନ୍ତି | ଏଵ° ରାସ୍ତା ର ଜଙ୍ଗଳ ସଫା କରିବା ପାଇଁ ଵଣ୍ଡଲି ଗ୍ରାମ ର ପୂରୁଷ ଓ ମହିଳା କୁ କାମରେ ଲଗାଇଥିଲେକ କିନ୍ତୁ | ଜଙ୍ଗଳ ସଫା କାମ ପଇସା ଠିକାଦାର ଗ୍ରାମ ବାସି ମାନକୁ° କାହାକୁ ବି ଦେଇ ନାହାନ୍ତି | ଆଉ 100,ଟଙ୍କିଆ ଛୋଟ ଛୋଟ ଚଦର ମାନେ ଜଙ୍ଗଳ ସଫା କରିଥିବା ବାବଦରେ ଦେଇଛନ୍ତି |ବର୍ତମାନ ବଣ୍ଡଲି କୁ ଯାଉଥିବା ରାସ୍ତା ରେ ଯେଉଁ 10,12, ଗୋଟି କଲ୍ ଭେଟ ନୀର୍ମାଣ ହେଇଛି ତାହା DKDA,ଓ , ଓପିଲିପି ଦ୍ବାରା ଏମ୍ ଜି ଏନ୍ ଆର୍ ଜିଏ ,ଯୋଜନା ଦ୍ବାରା ତିଆରି ହେଇଛି | କିନ୍ତୁ ଠିକାଦାର ସିମେଣ୍ଟେ ଟିକେ ଟିକେ ଦେଇ ଚୁନ ମାରି ଲଖ୍ୟ,ଲଖ୍ୟ ଟଙ୍କା ବିଲ ଉଠେଇ ହଡପ କରୁଛି |ନା,ରାସ୍ତା ରେ ନା ମୂରୁମ୍ ପଡୁଛି ନା, ମେଣ୍ଟେଲ ,ଏହିପରି jcb ଦ୍ବାରା ଟିକେ ଟିକେ ମାଟି ଖୋଳି ଗାଁ ଲୋକଙ୍କୁ ଭୂଆଁବୁଲେଇ ମାଲେମାଲ ହେଉଛି |ଆଉ ଯେଉଁ ବ୍ରିଜ,ସିସି ରାସ୍ତା କରାଯାଇଛି ତାହା ମଧ୍ୟ ନିମ୍ନ ମାନର ବୋଲି ଗ୍ରାମବାସି କୋଉଥିଲେ |କେତେବେଳେ ଜେ ଭଙ୍ଗିଯିବ ତାର ନିଶ୍ଚିତ କହିହେବନି ,ଏ ବିଷୟ କୁ ନେଇଁ ଗ୍ରାମବାସି ଠିକାଦାର କୁ କହିଲେ ହେଲେ ଠିକାଦାର ସେମାନଙ୍କ ଉପରେ ଟାଉଟର ମାରୁଛନ୍ତି | ଗ୍ରାମବାସି କୋଉଥିଲେ କାମ ଚାଲୁ ହେବା ଦୀନ ଠାରୁ କୈଣସି JE କି AE କାମ ଦେଖିବାକୁ ଆସିନାହାନ୍ତି | ଯାହାଫଳରେ ଠିକାଦାର ମନମୁଖୀ କାମ କରୁଛି | ଏଣୁ ଗ୍ରାମ ବାସି ଙ୍କ ଅଭିଯୋଗ ପ୍ରଶାସନ ଉପସ୍ଥିତ ଥାଇ କାମ କାର୍ଯ୍ୟ କରାଯାଉ | ଆଉ ଯେଉଁ କାମ ନିମ୍ନ ମାନରେ ତିଆରି ହେଇଛି ତାକୁ ଭାଙ୍ଗି ପୂନର୍ବାର କରାଯାଉ |

related posts

Leave a Comment