Home Breaking News / ତାଜା ଖବର ଭାରସାମ୍ୟ ହରାଇ ଓଲଟିଲା ଅଟୋ

ଭାରସାମ୍ୟ ହରାଇ ଓଲଟିଲା ଅଟୋ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣ-(ସୁନୀଲ ପଟନାୟକ.) ଗୁରୁବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଚକାପାଦ ର ଯୋଗେଶ୍ଵର ମନ୍ଦିର ନିକଟରେ ଏକ ଅଟେ। ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଖଜୁରିପଡା ବ୍ଲକର ସର।ଚୁଡ଼ ଗ୍ରାମ ର ଅଟୋ ଚାଳକ ପ୍ରଶାନ୍ତ ବେହେରା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ ବ୍ରାହ୍ମଣପାଦ ମେଡିକାଲରେ ଭର୍ତ୍ତୀକରାଯାଇଛି । ସୌଭାଗ୍ୟବଶତଅଟେ । ରେ କେହି ଯାତ୍ରୀ ନଥିଲେ। I
ଚକାପାଦ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

related posts

Leave a Comment