Home Breaking News / ତାଜା ଖବର ଫୁଲବାଣୀ ଅଟୋନମସକଲେଜରେ ଛାତ୍ର ଅଶାନ୍ତି: ଅନଲାଇନ ପରୀକ୍ଷା କରିବା ଦାବୀ କରି ଧାରଣା

ଫୁଲବାଣୀ ଅଟୋନମସକଲେଜରେ ଛାତ୍ର ଅଶାନ୍ତି: ଅନଲାଇନ ପରୀକ୍ଷା କରିବା ଦାବୀ କରି ଧାରଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-( ସୁନୀଲ ପଟନାୟକ) କରୋନା ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । କନ୍ଧମାଳ ଜିଲ୍ଲାରେ କରୋନାପଜିଟିଭ ଙ୍କ ସଂଖ୍ୟା ୬୦ 6ର ପହଞ୍ଚି ଲାଣି। କଲେଜ ହଷ୍ଟେଲ ନିକଟରେ କୋଭିଡ଼ ଟେଷ୍ଟ ସେଣ୍ଟର ରହିଛି ।
ଜିଲ୍ଲାର ୩୪ଟି ସ୍ଥାନରେ ଏବେ ପ୍ରଶାସନ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା ମଧ୍ୟ କରିଛି । କରେ । ନ। ସଂକ୍ରମଣ ଯୋଗୁ ଅନେକ ସ୍ଥାନରେ କଲେଜ ବନ୍ଦ ସହ ହଷ୍ଟେଲଖାଲି କରାଗଲାଣି।
କେବଳ ସେତିକି ନୁହେଁ କରେ । ନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ ର କ।ର ସିବିଏସଇ ପରୀକ୍ଷା ବାତିଲ କରିଦେ 6ଲଣି। ଇଲେଭେନଷ୍ଟାଣ୍ଡାର୍ଡ଼ର ପରୀକ୍ଷା ସ୍ଥଗିତ ରଖାଯାଇଛି। ହାଇ ସ୍କୁଲ ବୋର୍ଡ଼ ପରୀକ୍ଷ । ମଧ୍ଯ ହେବକି ନାହିଁ ସନ୍ଦେହ Iଏପରି ସ୍ଥଳେ ଅଟେ।ନମସ କଲେଜ-ପରୀକ୍ଷ୍ । କୁ ଅନଲାଇନ କରିବାରେ କ୍ଷତି କଣ ? ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିବା ସହ ଗୁରବାର ସକାଳୁ ଧାରଣାରେ ବସିଛନ୍ତି ।
ଦାବୀ ପୁରଣ ନ ହେବାଯାଏ ଧାରଣା ଚାଲିବ ବୋଲି ଛାତ୍ରନେତା ଶ୍ରଦ୍ଧାଞଳୀନା ଏକ ଓ ବିଶ୍ଵଜିତ ମହାରଣାଙ୍କ ସମେତ ଛାତ୍ରଛାତ୍ରୀମାନେ କହିଛନ୍ତି ।
ଏ ନେଇ କଲେଜ ଅଧ୍ୟକ୍ଷ ପଞ୍ଚାନନ ବେହେରା ଙ୍କୁ ପଚାରିବାରେ ସେ
ତାଙ୍କ ହାତରେ କିଛି କ୍ଷମତା ନ ଥିବା କହିବା ସହ ସରକାର ଓପ୍ରଶାସନ ଯାହା ପଦକ୍ଷେପ 6ନ6ବ ବୋଲି କହିଛନ୍ତି । ସରକାର ଅଫଲାଇନରେ ପାଠପଢ଼ା ଓ ପରୀକ୍ଷା ପାଇଁ ନିଷ୍ପତ୍ତି ନେଇ ଚିଠି କରିଛନ୍ତି ବୋଲି ଅଧ୍ୟକ୍ଷ କହିଛନ୍ତି । ଏନେଇ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି ଅଧ୍ୟକ୍ଷ ପଞ୍ଚାନନ ବେହେରା କହିଛନ୍ତି ।

related posts

Leave a Comment