Home Breaking News ଡାବୁଗାଁ ବ୍ଲକରେ ୧ ଜଣ କାରୋନା ଆକ୍ରାନ୍ତ ଚିହ୍ନଟ

ଡାବୁଗାଁ ବ୍ଲକରେ ୧ ଜଣ କାରୋନା ଆକ୍ରାନ୍ତ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଅଞ୍ଚଳା ଗ୍ରାମ ପଞ୍ଚାୟତରେ ୧ ଜଣ କରୋନା ପଜିଟିଭ୍ ଗୁରୁବାର ଚି଼ହ୍ନଟ ହୋଇଛନ୍ତି । ଅଞ୍ଚଳା ପଞ୍ଚାୟତ ଅଧୀନ ଚିଚିବାଇ ଗ୍ରାମରୁ ୧ ଜଣ କାରୋନା ପଜିଟିଭ ଚିହ୍ନଟ ହେବାପରେ ଚିଚିବାଇ ଗ୍ରାମର କରନ ଗୁପ୍ତାଙ୍କ ସଂପୂର୍ଣ୍ଣ ଘର ଓ ତାଙ୍କର ଡ଼ଙ୍ଗରିଗୁଡା ପଞ୍ଚାୟତ ର ଡ଼ଙ୍ଗରିଗୁଡା ଗ୍ରାମରେ ଥିବା ଘରଟିକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଭାବେ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଉକ୍ତ କଣ୍ଟେନମେଣ୍ଟ ଜୋନ ଚଳିତ ମାସ ୨୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ଯାହାବି ହେଉ ଆଗାମୀ ଦିନରେ ଡାବୁଗାଁ ବାସୀଙ୍କୁ ଆହୁରି ସତର୍କ ରହିବାକୁ ପଡିବ । ସ୍ଥାନୀୟ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କଡ଼ି କରାଯାଇଛି । ଏହାସହ ଉକ୍ତ ଗ୍ରାମ ଗୁଡିକୁ ସିଲ କରିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି |

related posts

Leave a Comment