Home Breaking News / ତାଜା ଖବର ଖଇରା ବଜାରରୁ ବାଜାବାହାଲ ରାସ୍ତା ମରଣଯନ୍ତା

ଖଇରା ବଜାରରୁ ବାଜାବାହାଲ ରାସ୍ତା ମରଣଯନ୍ତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତ ରାମ ଦଣ୍ଡସେନା): ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଖଇରା ସାପ୍ତାହିକ ବଜାର ଠାରୁ ବାଜାବାହାଲ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିଲୋମିଟର ରାସ୍ତା ମରଣ ଯନ୍ତା ପାଲଟିଛି, ଏହି ରାସ୍ତା ରେ ମେଟାଲ ଉପୁଡି ଦାନ୍ତ ପରି ହେଲାଣି, ଏହି ରାସ୍ତାରେ ଅନେକ ଛାତ୍ରଛାତ୍ରୀ ଓ ସାଧାରଣ ଲୋକାଯିବାଆସିବା କରି ଦୁର୍ଘଟଣା ର ଶିକାର ହେଉଛନ୍ତି, ବୋଡେ଼ନ ବିଡ଼ିଓ, ଚେୟାରମେନ ଙ୍କୁ ଲିଖିତ ଜଣାଇବାର ଛଅ ମାସ ହୋଇଥିଲେ ମଧ୍ୟ କୋୖଣସି ସୁଫଳ ମିଳୁନି, ଏଣୁ ଉପରୋକ୍ତ ରାସ୍ତା ପ୍ରତି ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

related posts

Leave a Comment