Home Breaking News / ତାଜା ଖବର ପାଳିତ ହେବ ଅଗ୍ନିଶମ ସେବା ସପ୍ତାହ

ପାଳିତ ହେବ ଅଗ୍ନିଶମ ସେବା ସପ୍ତାହ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉମରକୋଟ – ଆଜି ଅଗ୍ନିଶମ ବିଭାଗ ର ଅଗ୍ନିଶମ ସେବା ସପ୍ତାହ 14 ତାରିଖ ଦିନ ଠାରୁ 20 ତାରିଖ ପର୍ଯ୍ୟନ୍ତ ପାଳନ କରିବେ ବୋଲି ଉମରକୋଟ ଅଗ୍ନିଶମ ବିଭାଗ ର ଅଧିକାରୀ ଶ୍ରୀ ଦୀପକ୍ କୁମାର କୋର କୋହିଛନ୍ତି ।ଏହି ଦିବସରେ ବିଭାଗୀୟ କର୍ମଚାରୀ ମାନେ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଥମେ ନୀରବ ପ୍ରଥନା କରି ରୋଡ଼ ମାର୍ଚ୍ଚ କରି ସହିଦ୍ ଦିବସ ପାଳନ କରିଥିଲେ। ଏବଂ ଅଂଗ୍ନିସମ ବିଭାଗ ଗାଡ଼ି ରେ ଉମରକୋଟ ସହର ପରିକ୍ରମା କରି ଜନସାଧାରଣ ମାନଙ୍କୁ ସଚେତନା କରିଥିଲେ ।

related posts

Leave a Comment