Home Breaking News / ତାଜା ଖବର ପାଣି ପାଇଁ ହନ୍ତସନ୍ତ

ପାଣି ପାଇଁ ହନ୍ତସନ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତରାମ ଦଣ୍ଡସେନା): ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ସୁନାପୁର ପଂଚାୟତ ର ବାଗବାହାଲ ଗ୍ରାମରେ ପ୍ରାୟ 1200ଲୋକ ବସବାସ କରନ୍ତି, ଏହି ଗ୍ରାମର 4ଟି ନଳ କୂଅ ମଧ୍ୟରେ 3ଟି ଅଚଳ ହୋଇପଡିଛି, ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି, ଏସ ଇ ଏମ ମାନଙ୍କୁ ନଳ ମରାମତି ସାମଗ୍ରୀ ଯୋଗାଇ ଦେଉନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି, ଏଣୁ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଊଛି

related posts

Leave a Comment