Home Breaking News ଇସିଙ୍କ ନିଷ୍ପତ୍ତି ବିରୋଦ୍ଧରେ ଧାରଣାରେ ବସିଲେ ମମତା, ଚିତ୍ର ଆଙ୍କିଲେ

ଇସିଙ୍କ ନିଷ୍ପତ୍ତି ବିରୋଦ୍ଧରେ ଧାରଣାରେ ବସିଲେ ମମତା, ଚିତ୍ର ଆଙ୍କିଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନିର୍ବାଚନ କମିଶନଙ୍କ ୨୪ ଘଣ୍ଟା ନିର୍ବାଚନୀ ପ୍ରଚାର ରୋକକୁ ବିରୋଧ କରି ଧାରଣା ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ । ଆଜି କୋଲକାତା ସ୍ଥିତ ଗନ୍ଧି ମୁର୍ତୀ ନିକଟରେ ଧାରଣାରେ ବସିଛନ୍ତି । ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଧାରଣାରେ ବସିଥିଲେ ମମତା ଦିଦି । ଗତ କାଲି ନିର୍ବାଚନ କମିଶନଙ୍କ ଦ୍ୱାରା ତାଙ୍କ ଉପରେ ଲଗାଯାଇଥିବା ୨୪ ଘଣ୍ଟିଆ ପ୍ରଚାର ରୋକ ବିରୋଧ କରି ଧାରଣା ଦେଇଥିଲେ । ମମତା ବାନାର୍ଜୀ ନିର୍ବାଚନୀ ପ୍ରଚାର ମସମୟରେ କେନ୍ଦ୍ରୟ ଫୋର୍ସ ଏବଂ ଜାତିବାଦ ଭୋଟକୁ ନେଇ ତାଙ୍କର ଆକ୍ଷେପ ପାଇଁ ନିର୍ବାଚନ କମିଶନ ତାଙ୍କୁ ଗତ କାଲି ସଂନ୍ଧ୍ୟ ୮ରୁ ଆଜି ୮ ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ତାଙ୍କର ନିର୍ବାଚଣି ପ୍ରଚାର ଉପରେ ରୋକ ଲଗାଇଥିଲା ।

ଏହି ଧାରଣା ସମୟରେ ଦିଦି ବସି ବସି ଚିତ୍ର ଆଙ୍କିଥିଲେ । ଯାହା ଅତି ସୁନ୍ଦର ଥିଲା ।

related posts

Leave a Comment