Home Breaking News / ତାଜା ଖବର ମାଲକାନଗିରିରେ ବିଷାକ୍ତ ମାଛ ବେପାର

ମାଲକାନଗିରିରେ ବିଷାକ୍ତ ମାଛ ବେପାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ମାନିକ ବାଛାଡ): ମାଲକାନଗିରି ରେ ବିଷାକ୍ତ ମାଛ ବେପାର କରୁଛନ୍ତୀ ବେପାରି। ମାଲକାନଗିରି ଜିଲ୍ଲା ରେ ମାଛ ବେପାରୀ ମାନେ ଆଧ୍ରପ୍ରଦେସରୁ କ୍ଯମିକାଲ ଓ ଗ୍ଯସ ସହିତ ଆଲକହଲ ଦେଈଁ ମାଛକୁ ସତେଜ କରି ମାଲକାନଗିରି ଆଣି ବିକ୍ରି କରୁଛି । ଆପଣ ମାଣେ ଜାଣିପାରୁଥୀବେ ଏହି ପ୍ରକାର ମାଛ ଖାଇବା ଦ୍ .ାରା ମଣିସ ଦେହ ଓ ଛୋଟ ପିଲା ଛୁଆଁକଂର କଣ ଅସୁବିଧା ହେବ ? ଏହି ମାଛକୁ ବେପାରି ମାନେ ବନ୍ଧ ଓ ଦେଶୀମାଛ କହି ଲୋକଙ୍କୁ ଠକୁ ଥିବାର ଦେଖିବାକୁ ମିଳୁଛି। ବେପାରୀ ମାନକଂର ପ୍ରତିକ୍ରିୟା ଜାଣିବାକୁ ଚାହିଥ୍‌ୀଲୁ ଆମର PPL NEWS ତରଫରୁ କିନ୍ତୁ ବେପାରିମାନେ ଏହା ବିସୟରେ କୌଣସି ପ୍ରତିକ୍ରିୟା ରଖିଲେ ନାହି ।ଅତଏବ ଏହା କହିଲେ ଯେ ଆମେ କଣ କରିବୁ ଆମର ମାଲିକ ବିକ୍ରି କରିବାକୁ କହିଛନ୍ତି ।ଯଦ୍ବାରାକି ଏହି କେମିକାଲ ଓ ଗ୍ୟାସ ଦିଆ ମାଛ ଖାଇ ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ରହିଛି। ପ୍ରଥମତଃ ଗ୍ୟାସ କେମିକାଲ ଦିଆ ମାଛ ଦୁତୀୟ ରେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତକରୀବାକୁ ବିଭିନ୍ନ ମହଲରେ ଅଭିଯୋଗ ହେଉଛି।

related posts

Leave a Comment