Home Breaking News ସ୍ଥାୟୀ ଡାକ୍ତର ନିଯୁକ୍ତି ପ୍ରତିବାଦରେ ଆନ୍ଦୋଳନ

ସ୍ଥାୟୀ ଡାକ୍ତର ନିଯୁକ୍ତି ପ୍ରତିବାଦରେ ଆନ୍ଦୋଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାଲିକୁଦା(ନିଗମାନନ୍ଦ ଦାସ): ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସ୍ତୁତି ବିଭାଗ ରେ ସ୍ଥାଇ ଡାକ୍ତର ନିଯୁକ୍ତି ପ୍ରତିବାଦ ରେ ରାସ୍ତା କୁ ଓ଼ଲ୍ହାଇଲେ ଶତାଧିକ ଲୋକ, କାରଣ ଦୀର୍ଘ ଏକ ବର୍ଷ ହେବ ଏହି ସୋସ୍ଥ୍ୟ କେନ୍ଦ୍ରରେ କେୟାଳସୀ ଶିଶୁ ବିଭାଗର କି କେଳସୀ ବିଭାଗ ରେ ଡାକ୍ତର ନ ଥିବା ରୁ ଏହି ଆନ୍ଦୋଳନ କରିଥିଲେ କିଛି ସମାଜ ସେବୀ ଓ ସେହି ଅଂଚଳର କିଛି ଲୋକେ ସେହି ଅଂଚଳର ଲୋକେ କହିବା ମୁତବିକି ଆମେ ଆଜିକୁ 6 ମାସେ ହେଲାଣି ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀଙ୍କୁ ଓ ବିଡ଼ିଓ କୁ ଜଳେଇଥିଲେ ଜିଲାପାଳ ଓ ବିଡ଼ିଓ କିଛି ନକହିବାରୁ ଆମେ ଆଜି ମେଡିକାଲ ସମାନ ରେ ଥିବା ରାସ୍ତାକୁ ରୋକ କରିଛୁ ଯେପର୍ଯନ୍ତ ଆମ ସୋସ୍ଥ୍ୟ କେଦ୍ରରେ ସ୍ତଇ ଡାକ୍ତର ନିଯୁକ୍ତି ନଦେଇ ଛନ୍ତି ସେ ପର୍ଯ୍ୟନ୍ତ ଏମିତି ଅନନ୍ଦୋଳନ ଜରିରହିବ

related posts

Leave a Comment