Home Breaking News / ତାଜା ଖବର ଓଡିଶା ବ୍ରାହ୍ମଣ ସମିତି ପକ୍ଷରୁ ସଦସ୍ୟତା ଗ୍ରହଣ

ଓଡିଶା ବ୍ରାହ୍ମଣ ସମିତି ପକ୍ଷରୁ ସଦସ୍ୟତା ଗ୍ରହଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୁଗୁଡା(ତ୍ରିଲୋଚନ ପଣ୍ଡା): ବ୍ରାହ୍ମଣ ସମିତି ର ରାଜ୍ୟ ସଭାପତି ପ୍ରାଚାର୍ଯ୍ୟ ମନୋଜ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଷ୍ଟ୍ରିୟ ନବବର୍ଷ ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ସଭାପତି କାଳୀଚରଣ ମିଶ୍ର,ଉପସଭାପତି ଦୁର୍ଗାମାଧବ ପାଣି,କୋଷାଧ୍ୟକ୍ଷ ରାଜକିଶୋର ଦାଶ,କମିଟି ସଦସ୍ୟ ରାମଚନ୍ଦ୍ର ଦାଶ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ଗହଣରେ ବୁଗୁଡା ସହରର ବରିଷ୍ଠ ବ୍ୟକ୍ତି ଲମ୍ବୋଦର ଦାଶ ଏବଂ ଦାମୋଦର ଦାଶ ମହୋଦୟଙ୍କୁ ବ୍ରାହ୍ମଣ ସମିତିର ସଦସ୍ୟତା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ତା,ସହ ଏହି ରାଷ୍ଟ୍ରିୟ ତଥା ହିନ୍ଦୁ ନବବର୍ଷ ଉପଲକ୍ଷେ ସମସ୍ତ ବ୍ରାହ୍ମଣ ସମାଜ ଓ ହିନ୍ଦୁ ଧର୍ମାନୁଲମ୍ବୀ ବନ୍ଧୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

related posts

Leave a Comment