Home Breaking News / ତାଜା ଖବର ଅମାନିଆଙ୍କୁ ସାବଡ୍ କରିବାକୁ ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ

ଅମାନିଆଙ୍କୁ ସାବଡ୍ କରିବାକୁ ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉମରକୋଟ: ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରି ଚାଲିଛି । ସଂକ୍ରମଣ ରୋକିବା ସାଙ୍ଗକୁ ଅମାନିଆ ଙ୍କୁ ସାବଡ୍ କରିବାକୁ ଆକ୍ସନ ମୁଡ ରେ ଜିଲ୍ଲା ପ୍ରଶାସନ । ଉମରକୋଟ ଠାରେ ନିଜେ ଜିଲ୍ଲାପାଳ ଓ ଏସପି ବୁଲି ବୁଲି ଦୋକାନ ବଜାର ଓ ବିଭିନ୍ନ ବ୍ୟାଙ୍କ୍ ର ସ୍ଥିତି ପରଖିଛନ୍ତି । ମାସ୍କ ପିନ୍ଧା ଓ ସାମାଜିକ ଦୂରତା ରକ୍ଷା ଠିକ୍‌ଭାବେ ପାଳନ କରାଯାଉଛି କି ନାହିଁ ତାହାର ଯାଞ୍ଚ କରିଛନ୍ତି । ବ୍ୟବସାୟିକ ଅନୁଷ୍ଠାନ ଗୁଡିକରେ ଦଉଡି ବାନ୍ଧି ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ଅମାନିଆ କୁ ସାବାଡ କରିଚନ୍ତି ଜିଲ୍ଲାପାଳ o ଏସ ପି । ସାମାଜିକ ଦୁରତ୍ଵ କୁ ମାନି ନଥିବାରୁ ଏବଂ ଦୋକାନ ଭିତରେ ବିନା ମାଷ୍କ୍ ରେ ବସିଥିବାରୁ ଏବଂ ଦୋକାନ ରେ ଭିଡ଼ ଜଣାଇଥିବାରୁ ଉମରକୋଟ ସହର ର ୭ ଟି ଦୋକାନ କୁ ସିଲ୍ କରାଯାଇଛି ।

related posts

Leave a Comment