Home Breaking News / ତାଜା ଖବର ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ: ୪ଜଣ ମହିଳା ସମେତ ୩୨ ୟୁନିଟ ସଂଗ୍ରହ

ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ: ୪ଜଣ ମହିଳା ସମେତ ୩୨ ୟୁନିଟ ସଂଗ୍ରହ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: ସୋମବାର ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ, ଜାତୀୟ ସେବା ଯୋଜନା, ଓ ସମ୍ବାଦ -ଆମଓଡିଶା ଓ ମିଲିତ ଅନୁକୁଲ୍ୟରେ ଏକ ସ୍ୱଚ୍ଛା କୃତ ରକ୍କଦାନ ଶିବରରେ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବିନିକା ସିୀଦ୍ଧାର୍ଥ ଡ଼ିଗ୍ରୀ ମହାବିଦ୍ୟାଳୟ ଖାଳି ଶିକ୍ଷା ଭିତରେ ସିମିତ ନରହି ଷଷ୍ଟ ବର୍ଷ ପାଇଁ ରକ୍ତ ଦାନ ଭଲି ମହତ କାର୍ଯ୍ୟ କରି ଆସୁଥିବାରୁ ଅଞ୍ଚଳର ଜନସାଧାରଣ ଅନୁଷ୍ଟାନ ସମସ୍ତ ଅଧ୍ୟକ୍ଷ ତଥା ଅଧ୍ୟାପକ, ଅଧ୍ୟାପିକା ଛାତ୍ର ଛାତ୍ରୀଙ୍କୁ ଭୁରି ଭୁରି ପ୍ରଶନସା କରୁଛନ୍ତି ା ସଂସ୍କୃତ ଅଧ୍ୟାପକ ହରିଶ୍ଚଚନ୍ଦ୍ର ହୋତା ଙ୍କ ବେଦପାଠରେ ମହାବିଦ୍ୟାଳୟ ସମ୍ମୁଖରେ ଅବସ୍ତାପିତ ହୋଇଥିବା ଶ୍ରୀ ଶ୍ରୀ ବିଷ୍ଣୁ ମହାପ୍ରଭୁ ଙ୍କ ପ୍ରତିମୁତ୍ତିରେ ପୂଜାର୍ଚ୍ଚନା କରି ନାରିକେଲ ବାଡ଼େଇ ସାରିବାପରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଳାପାଳ(ଏଡ଼ିଏମ) ସୂର୍ଯ୍ୟ ନାପରାରୟଣ ଦାଶ ମୂଖ୍ୟ ଅତିଥି ଯୋଗଦେଇ ଫିତା କାଟି ରକ୍ତଦାନଶିବିରର ଶୁଭା ରମ୍ଭ କରିଥିଲା । ଏଥିରେ ସିଦ୍ଧାର୍ଥ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଧିରେନ୍ଦ୍ର କୁମାର ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଳାପାଳ(ଏଡ଼ିଏମ) ଶ୍ରୀ ଦାଶ ମୂଖ୍ୟଅତିଥି, ବିନିକା ସିଦ୍ଧାର୍ଥ କନିଷ୍ଟ ମହାବିଦ୍ୟାଳୟ ଅଧ୍ୟକ୍ଷା ରେଖା ପଧାନ ,ସିଦ୍ଧାର୍ଥ ଡ଼ିଗ୍ରୀ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ୍ କାଇନ୍ ସିଲର୍ ତଥା ଅଧ୍ୟାପକ ବିଶ୍ୱନାଥ ମିଶ୍ର , ମହିଲା କାଊନସିଲର ବିଘ୍ନେଶ୍ବରି ପୂଜାହାରୀ , ଅଧ୍ୟାପକ ଗୋପାଳ କୃର୍ଷ୍ଣ ଦାଧଶ , ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ରକ୍ତ ଦାନ ମହତ୍ୱ ଓ ଉପକାରିତା ଉପରେ ଆଳୋକ ପାତ କରିଥିଲେ । ବିନିକା ବ୍ଳକ ଆମ ଓଡ଼ିଶା ସମ୍ବାଦ ସଂଯୋଜକ ଅକ୍ଷୟ କୁମାର ପୂଜାହାରୀ ଅତିଥି ପରିଚୟ କରିଥିଲାବେଲେ ଅଧ୍ୟାପକ ରୁଦ୍ରଚାରାୟଣ ଦାସ ଧନ୍ୟବାଦ ଦେଇଥିଲେ ା ଏଥିରେ ଅଧ୍ୟାପକ ବାଣୀ ପ୍ରସାଦ ବିଶ୍ବାଲ, ମାନସ ରଂଜନ ମିଶ୍ର , ପ୍ରୀତମା ପଣ୍ଡା, ଭଗବାନ ସାହୁ, ଦୀପ୍ତିରାଣୀ ସ୍ବାଇଁ , ସୁପ୍ରଭା ପୂଜାହାରୀ ,ଦିବ୍ୟାଲୋକ ମହାପତ୍ର ,ମିତାବଲି ପଧାନ, ପ୍ରମିତା କୁମାର ମିଶ୍ର, ପ୍ରକାଶ କୁମାର ପଣ୍ଡା, ଗରିବ ସାଲମା, ମାନସ ନାୟକ , ଲକ୍ଷ୍ମି ନନ୍ଦ,ଭାରତୀ ବାବୁ , ପିତବାସ ନେଗୀ, ସରୋଜ କାଣ୍ଡ,ଶ୍ରୀକାନ୍ତ ମେହେର, ବିକ୍ରମ ମେହେର,ପ୍ରିୟରଞ୍ଜନ ହୋତା , ତଥା ମହାବିଦ୍ୟାଳର ସମସ୍ତ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ା
ଡ଼ ବିଜୟ କେତନ ଦାସ, ରବିନାରାୟଣ ରାଉତ, ମଣ୍ଟୁ ପଧାନ, ପାଇନୁ ଭୁଏ, ସୁଶାନ୍ତ କୁମ୍ଭାର ପ୍ରମୁଖ ବୁଲ୍ଳା ରକ୍ତଭଣ୍ଡାର କର୍ମଚାରୀ ଆସି ରକ୍ତ ସଂଗ୍ରହ କରିଥିଲେ ା

related posts

Leave a Comment